ଫୁଟବଲ୍‌ ଟ୍ରେନିଙ୍କ କୋଠରୀରେ ନିଆଁ, ଜଳିଗଲେ ୧୦ ଯୁବ ଖେଳାଳି!

ଦୁବାଇ: ବ୍ରାଜିଲର ପ୍ରସିଦ୍ଧ ଫୁଟବଲ କ୍ଲବ ଫ୍ଲାମିନଗୋର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିବା ଟ୍ରେନି ଖେଳାଳିଙ୍କ ଡର୍ମିଟରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆଜି ଭୋରରୁ ରିଓ ଡି ଜେନେଇରୋ ସ୍ଥିତ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିଲ୍ଡିଂରେ ଥିବା ଏକ ଡର୍ମିଟରିରେ ବ୍ରାଜିଲର୧୪ରୁ ୧୭ ବର୍ଷ ବୟସର ଯୁବ ଫୁଟବଲ ଖେଳାଳିମାନେ ରହୁଥିଲେ। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା […]

f

f

Hemant Lenka
  • Published: Friday, 08 February 2019
  • Updated: 08 February 2019, 05:50 PM IST

Sports

Latest News

ଦୁବାଇ: ବ୍ରାଜିଲର ପ୍ରସିଦ୍ଧ ଫୁଟବଲ କ୍ଲବ ଫ୍ଲାମିନଗୋର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିବା ଟ୍ରେନି ଖେଳାଳିଙ୍କ ଡର୍ମିଟରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆଜି ଭୋରରୁ ରିଓ ଡି ଜେନେଇରୋ ସ୍ଥିତ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିଲ୍ଡିଂରେ ଥିବା ଏକ ଡର୍ମିଟରିରେ ବ୍ରାଜିଲର୧୪ରୁ ୧୭ ବର୍ଷ ବୟସର ଯୁବ ଫୁଟବଲ ଖେଳାଳିମାନେ ରହୁଥିଲେ।

ଏହି ଅଗ୍ନିକାଣ୍ଡରେ ୧୦ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପ୍ରଶାସନ ପକ୍ଷରୁ କେବଳ କୁହାଯାଇଛି ୧୦ ଜଣଙ୍କ ମୃତ୍ୟୁ ହୋଇଛି, ହେଲେ ସେମାନେ ଖେଳାଳି କି ଆଉ କିଏ,ସେକଥା ସ୍ପଷ୍ଟ କରାଯାଇ ନାହିଁ। ଏବେ ଅଗ୍ନିକାଣ୍ଡର କାରଣ ଖୋଜା ଯିବା ସହ ମୃତକଙ୍କ ପରିଚୟ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶେଷ ଖବର ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story