ରୋହିତ ଓ ରାହୁଲଙ୍କ ଅର୍ଦ୍ଧଶତକ, ୧୦୦ ଟପିଲା ଟିମ୍ ଇଣ୍ଡିଆ ସ୍କୋର

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି । ରିପୋର୍ଟ ଲେଖା ହେଲା ବେଳକୁ […]

in

in

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 04:28 PM IST

Sports

Latest News

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି ।

ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୯ ଓଭରରେ ବିନା ୱିକେଟ୍ ହରାଇ ୧୧୮ ରନ୍ କରିଛି । ରୋହିତ୍ ୫୯ ଓ ରାହୁଲ୍ ୫୫ ରନରେ ବ୍ୟାଟିଂ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos