ମୁମ୍ବାଇ ଆଗରେ ସହଜ ଟାର୍ଗେଟ: ୱାଙ୍ଖଡ଼େରେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍‌ ଫେଲ୍‌

  ମୁମ୍ବାଇ ଆଗରେ ୧୧୯ ରନ୍‌ର ଟାର୍ଗେଟ୍‌। ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ୧୮.୪ ଓଭରରେ ୧୧୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି। ଆଜି ମୁମ୍ବାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ହିଁ ୱିକେଟ୍‌ ହରାଇ ସଙ୍କଟରେ ପଡିଯାଇଥିଲା। ଏହାପରେ ଲଗାତର ୱିକେଟ୍‌ ହରାଇ ଚାଲିଥିଲା ସନରାଇଜର୍ସ ହାଇଦ୍ରାବାଦ ଟିମ୍‌। ମୁମ୍ବାଇ ବୋଲରଙ୍କ ସାମ୍ନାରେ ହାଇଦ୍ରାବାଦର କୌଣସି ଖେଳାଳି ତିଷ୍ଟି ପାରିନଥିଲେ। ମୁମ୍ବାଇ […]

mumbai-indians-afp_806x605_51524572850

mumbai-indians-afp_806x605_51524572850

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 10:12 PM IST

Sports

Latest News

ମୁମ୍ବାଇ ଆଗରେ ୧୧୯ ରନ୍‌ର ଟାର୍ଗେଟ୍‌। ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ୧୮.୪ ଓଭରରେ ୧୧୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି। ଆଜି ମୁମ୍ବାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ହିଁ ୱିକେଟ୍‌ ହରାଇ ସଙ୍କଟରେ ପଡିଯାଇଥିଲା। ଏହାପରେ ଲଗାତର ୱିକେଟ୍‌ ହରାଇ ଚାଲିଥିଲା ସନରାଇଜର୍ସ ହାଇଦ୍ରାବାଦ ଟିମ୍‌। ମୁମ୍ବାଇ ବୋଲରଙ୍କ ସାମ୍ନାରେ ହାଇଦ୍ରାବାଦର କୌଣସି ଖେଳାଳି ତିଷ୍ଟି ପାରିନଥିଲେ। ମୁମ୍ବାଇ ପକ୍ଷରୁ ମୟଙ୍କ ମାର୍କଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ୍‌ ମ୍ୟାକ୍ଲେନାଘନ୍‌ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବୁମ୍‌ରା ଓ ମୁସ୍ତାଫିଜୁର୍‌ ରେହମାନ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story