ଆଇପିଏଲରେ ଚାଲିଛି ଛକା ବର୍ଷା, ୧୦ ମ୍ୟାଚ୍‌ରେ କେତେ ବଲ୍‌ ବାଉଣ୍ଡରୀ ବାହାରକୁ ଗଲାଣି

ଦୁବାଇ: କରୋନା ମହାମାରୀ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଭାରତ ବଦଳରେ ୟୁପିଏରେ ଖେଳା ଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ଛକା ବର୍ଷା ଦେଖିବାକୁ ମିଳିଛି। ଏଯାଏ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୦ଟି ମ୍ୟାଚ୍ ଖେଳାଯାଇଥିଲେ ହେଁ ମୋଟ ୧୫୩ଟି ଛକା ଦେଖି ସାରିଲେଣି ଦର୍ଶକ। ଛକା ବର୍ଷା ଘଟଣାରେ ଏହା ଏକ ରେକର୍ଡ। ଆଇପିଏଲର ପୂର୍ବ ୧୨ଟି ସଂସ୍କରଣରେ କେବେ ହେଲେ ପ୍ରଥମ ୧୦ଟି ମ୍ୟାଚରେ ଏତେ ସଂଖ୍ୟକ ଛକା ଦେଖିବାକୁ […]

ss

ss

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 04:47 PM IST

Sports

Latest News

ଦୁବାଇ: କରୋନା ମହାମାରୀ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଭାରତ ବଦଳରେ ୟୁପିଏରେ ଖେଳା ଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ଛକା ବର୍ଷା ଦେଖିବାକୁ ମିଳିଛି। ଏଯାଏ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୦ଟି ମ୍ୟାଚ୍ ଖେଳାଯାଇଥିଲେ ହେଁ ମୋଟ ୧୫୩ଟି ଛକା ଦେଖି ସାରିଲେଣି ଦର୍ଶକ। ଛକା ବର୍ଷା ଘଟଣାରେ ଏହା ଏକ ରେକର୍ଡ। ଆଇପିଏଲର ପୂର୍ବ ୧୨ଟି ସଂସ୍କରଣରେ କେବେ ହେଲେ ପ୍ରଥମ ୧୦ଟି ମ୍ୟାଚରେ ଏତେ ସଂଖ୍ୟକ ଛକା ଦେଖିବାକୁ ମିଳି ନଥିଲା।

ୟୁଏଇର ୩ଟି ଷ୍ଟାଡିୟମରେ ଆଇପିଏଲର ସମସ୍ତ ମ୍ୟାଚ୍‌ ଖେଳାଯିବ। ତେବେ ଅପେକ୍ଷାକୃତ ଛୋଟ କୁହାଯାଉଥିବା ଶାରଜାରେ ବଲ୍ ଅଧିକ ଥର ବାଉଣ୍ଡ୍ରୀ ପାର୍ କରିଛି। ଶାରଜା ଷ୍ଟାଡିୟମରେ ଏଯାଏ ମାତ୍ର ୨ଟି ମ୍ୟାଚ୍ ଖେଳାଯାଇଛି। ହେଲେ ୨ଟି ମ୍ୟାଚ୍‌ରେ ମୋଟ ୬୨ଟି ଛକା ଦେଖିବାକୁ ମିଳିଛି। ଶାରଜା ଷ୍ଟାଡିୟମର ଆକାର ଛୋଟ ଥିବା ବେଳେ ଏହାର ପିଚ୍ ମଧ୍ୟ ସମ୍ପୂର୍ଣ୍ଣ ଫ୍ଲାଟ୍। ଏହାର ଅର୍ଥ ପିଚ୍‌ଟି ସଂପୂର୍ଣ୍ଣ ଭାବେ ବ୍ୟାଟସମ୍ୟାନଙ୍କୁ ସୁହାଇଲା ଭଳି ହୋଇଛି। ଦୁଇଟି ଯାକ ମ୍ୟାଚ୍‌ରେ ସ୍କୋର ୨୦୦ ଟପିଛି।

ଅନ୍ୟପକ୍ଷରେ ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ସଞ୍ଜୁ ସାମସନଙ୍କ ନାଁରେ ରହିଛି। ସାମସନ୍ ୨ଟି ମ୍ୟାଚରେ ମୋଟ ୧୫୯ ରନ୍ କରିଛନ୍ତି। ଏହି ରନ୍‌ ସଂଗ୍ରହ କରିବା ପାଇଁ ସେ ୧୬ଟି ଛକା ମାରି ସାରିଲେଣି। ତାଙ୍କ ପଛକୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ମୟଙ୍କ ଅଗ୍ରୱାଲ୍‌ (୧୧ ଛକା), ମୁମ୍ବାଇ ଇଣ୍ଡିଆନ୍ସର ଈଶାନ୍ କିଶନ (୯ ଛକା), ପଞ୍ଜାବର ଲୋକେଶ ରାହୁଲ୍ (୯ ଛକା) ଓ ରାଜସ୍ଥାନର ରାହୁଲ୍ ତେୱାତିଆ (୭ ଛକା) ରହିଛନ୍ତି।

କେଉଁ ଗ୍ରାଉଣ୍ଡରେ କେତେ ଛକା ଦେଖିଲେଣି ଦର୍ଶକ

ଶାରଜା କ୍ରିକେଟ୍‌ ଷ୍ଟାଡିୟମ: ଶାରଜା ହେଉଛି ଦୁନିଆର ଅନ୍ୟତମ ପ୍ରସିଦ୍ଧ ଷ୍ଟାଡିୟମ। ୧୭ ହଜାର ଦର୍ଶକ ବସିବାର କ୍ଷମତା ରଖିଥିବା ଏହି ଷ୍ଟାଡିୟମ ୬୨ଟି ଛକା ମରାଯାଇଛି। ଏଠାରେ ପ୍ରଥମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉଭୟ ଟିମ୍‌ ମୋଟ ୩୩ଟି ଛକା ମାରିଥିଲେ। ସେହିପରି ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୨ୟ ମୁକାବିଲାରେ ୨୯ଟି ଛକା ଦେଖିବାକୁ ମିଳିଥିଲା।

ଦୁବାଇ: ୨୫ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳାଯାଇଛି। ଏହା ମଧ୍ୟ ୟୁଏଇର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ। ତଥାପି ଏଠାରେ ବ୍ୟାଟ୍ସମ୍ୟାନମାନେ ୫୮ଟି ଛକା ମାରିଛନ୍ତି। ଯାହାକି ମ୍ୟାଚ୍ ପିଛା ୧୧.୬ ହାରରେ ଛକା ମରାଯାଇଛି।

ଶେଖ ଜାୟେଦ ଷ୍ଟାଡିୟମ (ଆବୁଧାବି): ଏହା ଦୁନିଆର ଅନ୍ୟତମ ବଡ଼ ଗ୍ରାଉଣ୍ଡ, ଯେଉଁଠାରେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ବାଉଣ୍ଡ୍ରୀ କ୍ଲିୟର୍ କରିବା ସହଜ ହୋଇନଥାଏ। ୨୦୧୦ ପରଠାରୁ ଏଠାରେ ୯୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି ଓ ଏଠାରେ ଓଭର ପିଛା ୭.୦୩ ହାରରେ ରନ୍ ହୋଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏଠାରେ ୩ଟି ମ୍ୟାଚରେ ୩୩ଟି ଛକା ଦେଖିବାକୁ ମିଳିଛି।

ମ୍ୟାଚ୍ ପିଛା ଛକା

ପ୍ରଥମ ମ୍ୟାଚ୍: ସିଏସକେ ବନାମ ମୁମ୍ବାଇ ଇଣ୍ତିଆନ୍ସ- ୯ ଛକା (ଆବୁ ଧାବି)

୨ୟ ମ୍ୟାଚ୍: ଦିଲ୍ଲୀ କ୍ୟାପିଟାଲ୍ସ ବନାମ କିଙ୍ଗସ୍ ଇଲେଭେନ୍ ପଞ୍ଜାବ – ୧୨ ଛକା (ଦୁବାଇ)

ତୃତୀୟ ମ୍ୟାଚ୍: ସନରାଇଜର୍ସ ହାଇଦ୍ରାବାଦା ବନାମ ଆରସିବି- ୭ ଛକା (ଦୁବାଇ)

ଚତୁର୍ଥ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ବନାମ ସିଏସକେ- ୩୩ ଛକା (ଶାରଜା)

ପଞ୍ଚମ ମ୍ୟାଚ୍: କେକେଆର୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ- ୧୬ ଛକା (ଆବୁ ଧାବି)

ଷଷ୍ଠ ମ୍ୟାଚ୍: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବନାମ ଆରସିବି- ୧୦ ଛକା (ଦୁବାଇ)

ସପ୍ତମ ମ୍ୟାଚ୍: ସିଏସକେ ବନାମ ଦିଲ୍ଲୀ କ୍ୟାପିଟାଲ୍ସ – ୩ ଛକା (ଦୁବାଇ)

ଅଷ୍ଟମ ମ୍ୟାଚ୍: ସନରାଇଜର୍ସ ହାଇଦ୍ରାବାଦ ବନାମ କେକେଆର୍- ୮ ଛକା (ଆବୁ ଧାବି)

ନବମ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗସ୍ ଇଲେଭେନ୍ ପଞ୍ଜାବ- ୨୯ ଛକା (ଶାରଜା)

ଦଶମ ମ୍ୟାଚ୍: ଆରସିବି ବନାମ ମୁମ୍ବାଇ ଇଣ୍ଡିଆନ୍ସ- ୨୬ ଛକା (ଦୁବାଇ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story