IPL-11: ଚେନ୍ନାଇ ଆଗରେ ୧୬୬ ରନ୍‌ର ଟାର୍ଗେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚେନ୍ନାଇ ଆଗରେ ୧୬୬ ରନର ଟାର୍ଗେଟ ରଖିଲା ମୁମ୍ବାଇ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୫ ରନ୍‌। ମୁମ୍ବାଇ ପକ୍ଷରୁ ଇଶାନ କିଷନ ୪୦ ରନ କରିଥିବା ବେଳେ ସୁର୍ଯ୍ୟକୁମାର ଯାଦବ ୪୩ ରନ୍‌ର ପାଳି ଖେଳିଥିଲେ। ଶେଷ ମୁହୂର୍ତ୍ତରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୨ ବଲରୁ ୪୧ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଓପନିଂ […]

555_1523115901_618x347

555_1523115901_618x347

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚେନ୍ନାଇ ଆଗରେ ୧୬୬ ରନର ଟାର୍ଗେଟ ରଖିଲା ମୁମ୍ବାଇ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୫ ରନ୍‌। ମୁମ୍ବାଇ ପକ୍ଷରୁ ଇଶାନ କିଷନ ୪୦ ରନ କରିଥିବା ବେଳେ ସୁର୍ଯ୍ୟକୁମାର ଯାଦବ ୪୩ ରନ୍‌ର ପାଳି ଖେଳିଥିଲେ। ଶେଷ ମୁହୂର୍ତ୍ତରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୨ ବଲରୁ ୪୧ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଇଭିନ୍‌ ଲୁଇସ୍‌ ବିନା ଖାତା ଖୋଲି ଦୀପକ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିବା ବେଳେ ମାତ୍ର ୧୫ ରନ କରି ଅଧିନାୟକ ରୋହିତ ୱାଟସନଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ଚେନ୍ନାଇ ପକ୍ଷରୁ ୱାଟସନ ୨ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ଓ ଇମ୍ରାନ ତାହିର ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story