୧୯ ବର୍ଷିୟ କ୍ରିକେଟର୍‌ଙ୍କ ବିଶ୍ୱ ରେକର୍ଡ: ୬୭ ବଲରେ ୨୦୦ରନ୍‌

  ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ପ୍ରଥମ ଥର ପାଇଁ ସଚିନ 200 ରନ କରି ବିଶ୍ୱ ରେକର୍ଡ ରଚିବା ପରେ ସେହ୍ୱାଗ ଓ ରୋହିତ ଶର୍ମା ମଧ୍ୟ ଏହି ରେକର୍ଡ ଦୋହରାଇଥିଲେ। ହେଲେ ଟି-20ରେ ଏଭିଳ ରେକର୍ଡ ଅସମ୍ଭବ ମନେ ହେଉଥିବାବେଳେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ୧୯ ବର୍ଷିୟ ଖେଳାଳି ରୁଦ୍ର ପାଣ୍ଡେ। ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ସ୍କୁଲ ଲିଗ୍‌ ମ୍ୟାଚରେ ମାତ୍ର ୬୭ ବଲରେ […]

RUDRA PANDEY

RUDRA PANDEY

Rakesh Mallick
  • Published: Friday, 12 May 2017
  • Updated: 12 May 2017, 08:21 PM IST

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ପ୍ରଥମ ଥର ପାଇଁ ସଚିନ 200 ରନ କରି ବିଶ୍ୱ ରେକର୍ଡ ରଚିବା ପରେ ସେହ୍ୱାଗ ଓ ରୋହିତ ଶର୍ମା ମଧ୍ୟ ଏହି ରେକର୍ଡ ଦୋହରାଇଥିଲେ। ହେଲେ ଟି-20ରେ ଏଭିଳ ରେକର୍ଡ ଅସମ୍ଭବ ମନେ ହେଉଥିବାବେଳେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ୧୯ ବର୍ଷିୟ ଖେଳାଳି ରୁଦ୍ର ପାଣ୍ଡେ। ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ସ୍କୁଲ ଲିଗ୍‌ ମ୍ୟାଚରେ ମାତ୍ର ୬୭ ବଲରେ ୨୦୦ ରନ କରି ଇତିହାସ ରଚିଛନ୍ତି ଏହି ଖେଳାଳି।

ୱାଙ୍ଖଡେ ଷ୍ଟାଡିୟମରୁ ମାତ୍ର ୧୩ କିମି ଦୂର ମାଟୁଙ୍ଗା ଜିମ୍‌ ଖାନାରେ ଅବିସ୍‌ ରିଜୱି ଚାମ୍ପିୟନ୍ସ ଟ୍ରଫିରେ ଏହି ରେକର୍ଡ ଦେଖିବାକୁ ମଳିଥିଲା। ସୁପର ୮ଟି କଲେଜ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।  ଟୁର୍ଣ୍ଣାମେଣ୍ଟରେ ରିଜୱି ଓ ଡାଲମିୟା କେଲଜ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ରିଜୱି  ପକ୍ଷରୁ ଖେଳି ରୁଦ୍ର ପାଣ୍ଡେ ୨୧ଟି ଚୌକା ଓ ୧୫ ଟି ଛକା ମାରି ୨୦୦ ରନର ରେକର୍ଡ କରିଛନ୍ତି। ମାତ୍ର ୩୯ ବଲରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଶତକ ପାଇଁ ତାଙ୍କୁ ଆଉ ୨୮ଟି ବଲ ସମ୍ନା କରିବାକୁ ପଡିଥିଲା।

News Picture Courtesy – abp news

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story