କିଙ୍ଗ୍ସ ଆଗରେ କିଙ୍ଗ୍ସର ୧୯୮ ରନ୍‌ର ଟାର୍ଗେଟ: ପ୍ରଥମ ମ୍ୟାଚ୍‌ରେ କମାଲ୍‌ ଦେଖାଇଲେ ଗେଲ୍‌

ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ୧୯୮ ରନ୍‌ର ବିଜୟ ଲକ୍ଷ୍ୟ। ପଞ୍ଜାବ ପକ୍ଷରୁ ଦୁଇ ଓପନର୍‌ ବିସ୍ଫୋରକ ଆରମ୍ଭ କରିଥିଲେ ମଧ୍ୟ ଟିମ୍‌ ଦୁଇ ଶହ ରନ ପାର କରିପାରିନଥିଲା। ଗୋଟିଏ ସମୟରେ ଲାଗୁଥିଲା ପଞ୍ଜାବର ସ୍କୋର ୨୫୦ ରନରୁ ଉର୍ଦ୍ଧ ହେବ ହେଲେ ତାହା ସମ୍ଭବ ହେଲା ନାହିଁ। ଗେଲ୍‌ ଓ ରାହୁଲ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଚେନ୍ନାଇର ବୋଲିଂକୁ ସାମ୍ନା କରିପାରିନଥିଲେ। ଫଳରେ ଦଳ ସ୍କୋର ଦୁଇଶହ ଛୁଇଁପାରିନଥିଲା। ପଞ୍ଜାବ […]

Gaylejpg

Gaylejpg

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 09:52 PM IST

Sports

Latest News

ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ୧୯୮ ରନ୍‌ର ବିଜୟ ଲକ୍ଷ୍ୟ। ପଞ୍ଜାବ ପକ୍ଷରୁ ଦୁଇ ଓପନର୍‌ ବିସ୍ଫୋରକ ଆରମ୍ଭ କରିଥିଲେ ମଧ୍ୟ ଟିମ୍‌ ଦୁଇ ଶହ ରନ ପାର କରିପାରିନଥିଲା। ଗୋଟିଏ ସମୟରେ ଲାଗୁଥିଲା ପଞ୍ଜାବର ସ୍କୋର ୨୫୦ ରନରୁ ଉର୍ଦ୍ଧ ହେବ ହେଲେ ତାହା ସମ୍ଭବ ହେଲା ନାହିଁ। ଗେଲ୍‌ ଓ ରାହୁଲ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଚେନ୍ନାଇର ବୋଲିଂକୁ ସାମ୍ନା କରିପାରିନଥିଲେ। ଫଳରେ ଦଳ ସ୍କୋର ଦୁଇଶହ ଛୁଇଁପାରିନଥିଲା। ପଞ୍ଜାବ ପକ୍ଷରୁ ଗେଲ୍‌ ସର୍ବାଧିକ ୬୩ ରନ୍‌ କରିଥିବା ବେଳେ ରାହୁଲ ୩୭ ରନ କରିଥିଲେ। ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ଗେଲ୍‌ଙ୍କୁ ଆଜିର ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିବା ବେଳେ ସେ ତାଙ୍କର ଜଲ୍‌ୱା ଦେଖାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story