ଇତିହାସରେ ପ୍ରଥମ: କରୋନା ଯୋଗୁ ଟସ୍‌ ପୂର୍ବରୁ ମ୍ୟାଚ୍‌ ସ୍ଥଗିତ

କେପ ଟାଉନ: ମହାମାରୀ କରୋନା ସଂକ୍ରମଣ ଯୋଗୁ ପ୍ରଥମଥର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟସ୍‌ ପୂର୍ବରୁ କରୋନା ଯୋଗୁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ଆଜି କେପ୍‌ ଟାଉନରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ ଟସ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିବା ପରେ […]

gr

gr

Hemant Lenka
  • Published: Friday, 04 December 2020
  • Updated: 04 December 2020, 04:39 PM IST

Sports

Latest News

କେପ ଟାଉନ: ମହାମାରୀ କରୋନା ସଂକ୍ରମଣ ଯୋଗୁ ପ୍ରଥମଥର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟସ୍‌ ପୂର୍ବରୁ କରୋନା ଯୋଗୁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି।

ଆଜି କେପ୍‌ ଟାଉନରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ ଟସ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିବା ପରେ ଚାରିଆଡ଼େ ଭୟର ବାତାବରଣ ଖେଳି ଯାଇଥିଲା।

ତୁରନ୍ତ ମ୍ୟାଚ୍‌ ଅଫିସିଆଲ ସବୁ ଖେଳାଳିଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦେଇଥିଲେ ଓ ଆଜିର ମ୍ୟାଚ୍‌କୁ ସ୍ଥଗିତ ଘୋଷଣା କରିଦେଇଥିଲେ। ଦିନିକିଆ ସିରିଜ ପୂର୍ବରୁ ଗୁରୁବାର ସବୁ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା। ଆଜି ଜଣେ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିଲା।

ଡିସେମ୍ବର ୧ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଶେଷ ହୋଇଥିଲା। ଏଥିରେ ଇଂଲଣ୍ଡ ଘରୋଇ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଥିଲେ। ଆଜିଠାରୁ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌କୁ ରବିବାରକୁ ଘୁଞ୍ଚାଇ ଦିଆଯାଇଛି।

ନୂଆ ମ୍ୟାଚ୍‌ ସୂଚୀ ଅନୁଯାୟୀ, ରବିବାର ପ୍ରଥମ, ସୋମବାର ଦ୍ୱିତୀୟ ଓ ବୁଧବାର ତୃତୀୟ ଦନିକିଆ ଖେଳାଯିବ। ପୂର୍ବରୁ ଶୁକ୍ରବାର, ରବିବାର ଓ ବୁଧବାର ଦିନିକିଆ ସିରିଜ୍‌ ଖେଳାଯିବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story