ଆଜି ପ୍ରଥମ ଟି-ଟ୍ୱେଣ୍ଟି: ବର୍ଷେ ପରେ ଏହି ଷ୍ଟାର୍‌ କ୍ରିକେଟର୍‌ଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେ-ଣ୍ଟି ସିରିଜ ଖେଳାଯିବ। ଜୋହାନ୍ସବର୍ଗରେ ଆଜି ଉଭୟ ଦଳ ମୁହାଁମୁହିଁ ହେବେ। ଦିନିକିଆା ସିରିଜକୁ ୫-୧ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ତେଣୁ ଦିନିକିଆ ସିରିଜ ପ୍ରଦର୍ଶନକୁ ଟି ଟ୍ୱେଣ୍ଟିରେ ଦୋହରାଇବାକୁ କ୍ୟାପଟେନ୍ କୋହଲି ଉଦ୍ୟମ କରିବେ। ଦଳର ସମସ୍ତ ବ୍ୟାଟସମ୍ୟାନ୍ ପ୍ରାୟ ଫର୍ମରେ ଅଛନ୍ତି। କୋହଲିଙ୍କ ବ୍ୟତୀତ ରୋହିତ, ଧାଓ୍ୱନ, ଧୋନି ଓ ପାଣ୍ଡ୍ୟା […]

62940463

62940463

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 09:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେ-ଣ୍ଟି ସିରିଜ ଖେଳାଯିବ। ଜୋହାନ୍ସବର୍ଗରେ ଆଜି ଉଭୟ ଦଳ ମୁହାଁମୁହିଁ ହେବେ। ଦିନିକିଆା ସିରିଜକୁ ୫-୧ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ତେଣୁ ଦିନିକିଆ ସିରିଜ ପ୍ରଦର୍ଶନକୁ ଟି ଟ୍ୱେଣ୍ଟିରେ ଦୋହରାଇବାକୁ କ୍ୟାପଟେନ୍ କୋହଲି ଉଦ୍ୟମ କରିବେ। ଦଳର ସମସ୍ତ ବ୍ୟାଟସମ୍ୟାନ୍ ପ୍ରାୟ ଫର୍ମରେ ଅଛନ୍ତି। କୋହଲିଙ୍କ ବ୍ୟତୀତ ରୋହିତ, ଧାଓ୍ୱନ, ଧୋନି ଓ ପାଣ୍ଡ୍ୟା ଏହି ଫଟାଫଟ ଫର୍ମାଟରେ ଘରୋଇ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ତେବେ ସମସ୍ତଙ୍କ ନଜରରେ ରହିବେ ସୁରେଶ ରାଇନା। ବର୍ଷେ ପରେ ଟିମକୁ ଫେରିଛନ୍ତି ରାଇନା। ସର୍ଟ ଫର୍ମାଟରେ ନିଜକୁ ଫିଟ୍ ସାବ୍ୟସ୍ତ କରିଥିବା ରାଇନାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିପାରେ। ରୈନାଙ୍କ ପ୍ରତ୍ୟାବର୍ତ୍ତନ ବି ଭାରତୀୟ ବ୍ୟାଟିଂକ୍ରମକୁ ଆହୁରି ଦୃଢ଼ କରିବ। ସେହିପରି ଚହଲ ଓ କୁଲଦୀପଙ୍କ ସ୍ପିନକୁ ମୁକିବିଲା କରିବା ଦକ୍ଷିଣ ଆଫ୍ରିକା ପାଇଁ ସହଜ ହେବନି। ପେସର ଉନାଦକଟଙ୍କୁ ଦଳରେ ସାମିଲ୍ କରାଯାଇଛି। ଯଦି ଭାରତ ସିରିଜକୁ ୩-୦ରେ ବିଜୟୀ ହୁଏ ତେବେ ଟି ଟ୍ୱେଣ୍ଟି ଆଇସିସି ମାନ୍ୟତାରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବ। ଅନ୍ୟପଟେ ଦିନିକିଆ ସିରିଜରେ ଲଜ୍ଜାଜନକ ପରସ୍ତ ହେବା ପରେ ଟି ଟ୍ୱେଣ୍ଟି ସିରିଜକୁ ଜିତି ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇବ ଘରୋଇ ଦଳ। ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ ଜେପି ଡୁମିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story