୨୦୧୮-୧୯ ସିଜିନରେ ୬୩ଟି ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁ ଫର୍ମାଟରେ କେତୋଟି ଗେମ୍‌ ଅଛି

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବିଶ୍ୱକପ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ଭାରତୀୟ ଟିମ୍‌ ୨୦୧୮-୧୯ ସିଜିନରେ ପାଖାପାଖି ୩୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଟିମ୍‌ ଇଣ୍ଡିଆ ୨୦୧୮-୧୯ ସିଜିନରେ ସମସ୍ତ ଫର୍ମାଟରେ ମୋଟ୍ ୬୩ଟି ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ କରାଯାଇଛି। ଭାରତ ଏହି ସିଜିନରେ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଥିବାବେଳେ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଭାରତୀୟ ଟିମ୍‌ ସିଜିନର ଆରମ୍ଭ ମ୍ୟାଚ୍‌ ଆର୍ୟଲାଣ୍ଡ ସହ ଖେଳିବ। ଏହି ମ୍ୟାଚ୍‌ ଜୁନରେ ଖେଳାଯିବ। ବିସିସିଆଇ […]

NBT-image

NBT-image

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 12:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବିଶ୍ୱକପ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ଭାରତୀୟ ଟିମ୍‌ ୨୦୧୮-୧୯ ସିଜିନରେ ପାଖାପାଖି ୩୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଟିମ୍‌ ଇଣ୍ଡିଆ ୨୦୧୮-୧୯ ସିଜିନରେ ସମସ୍ତ ଫର୍ମାଟରେ ମୋଟ୍ ୬୩ଟି ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ କରାଯାଇଛି। ଭାରତ ଏହି ସିଜିନରେ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଥିବାବେଳେ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଭାରତୀୟ ଟିମ୍‌ ସିଜିନର ଆରମ୍ଭ ମ୍ୟାଚ୍‌ ଆର୍ୟଲାଣ୍ଡ ସହ ଖେଳିବ। ଏହି ମ୍ୟାଚ୍‌ ଜୁନରେ ଖେଳାଯିବ।

ବିସିସିଆଇ ନ୍ୟୁଜିଲାଣ୍ଡରେ ଟେଷ୍ଟ ମ୍ୟାଚ୍‌ ନ ଖେଳିବାକୁ ନିସ୍ପତି ନେଇଛି। କାରଣ ନ୍ୟୁଜିଲାଣ୍ଡରେ ଟେଷ୍ଟ ମ୍ୟାଚ୍‌ ଖେଳ ହେଲେ ଭାରତୀୟ ସମୟ ଅନୁସାରେ ଏହା ରାତି ୩ଟାରେ ଦେଖିବାକୁ ମିଳିଥାଏ। ଯାହା ଫଳରେ ଭାରତରେ ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳେନାହିଁ। ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଅଛି। କିନ୍ତୁ ଏହି ଗସ୍ତରେ ଟେଷ୍ଟ ମ୍ୟାଚ୍‌ର କାର୍ଯ୍ୟକ୍ରମ ନାହିଁ। ଏହି ଗସ୍ତେରେ ଭାରତ ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମ୍‌ ଇଣ୍ଡିଆ ଆଗାମୀ ସିଜନରେ ଅଧିକ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story