ସରିଲା ରିଓ ଅଲିମ୍ପିକ୍,୨୦୨୦ରେ ଟୋକିଓ ଅଲିମ୍ପିକ୍

ରିଓ ଡି ଜେନେରିଓ: ବ୍ରାଜିଲ୍‌ର ରିଓ ସହରରେ ୧୭ ଦିନ ଧରି ଚାଲିଥିବା ୩୧ ତମ ଅଲିମ୍ପିକ୍‌ ଗତକାଲି ଐତିହାସିକ ମାରକାନା ଷ୍ଟାଡିମୟମ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଛି। ଭାରତ ଗୋଟିଏ କାଂସ୍ୟ ଓ ଗୋଟିଏ ରୌପ୍ୟ ପଦକ ସହିତ ପଦକ ତାଲିକାର ୬୭ ସ୍ଥାନରେ ରହିଛି। ୧୨୧ଟି ପଦକ ଜିତି ଶୀର୍ଷରେ ରହିଛି ଆମେରିକା। ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ବହୁତ ନିରାଶ ଜନକ ରହିଥିଲା।  ଚଳିତ ବର୍ଷ ୧୧୯ ଖେଳାଳି ବିଶିଷ୍ଟ ଦଳକୁ  […]

closing cerymony

closing cerymony

Rakesh Mallick
  • Published: Monday, 22 August 2016
  • Updated: 22 August 2016, 10:56 AM IST

Sports

Latest News

sakhi-sindhuରିଓ ଡି ଜେନେରିଓ: ବ୍ରାଜିଲ୍‌ର ରିଓ ସହରରେ ୧୭ ଦିନ ଧରି ଚାଲିଥିବା ୩୧ ତମ ଅଲିମ୍ପିକ୍‌ ଗତକାଲି ଐତିହାସିକ ମାରକାନା ଷ୍ଟାଡିମୟମ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଛି। ଭାରତ ଗୋଟିଏ କାଂସ୍ୟ ଓ ଗୋଟିଏ ରୌପ୍ୟ ପଦକ ସହିତ ପଦକ ତାଲିକାର ୬୭ ସ୍ଥାନରେ ରହିଛି। ୧୨୧ଟି ପଦକ ଜିତି ଶୀର୍ଷରେ ରହିଛି ଆମେରିକା।

ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ବହୁତ ନିରାଶ ଜନକ ରହିଥିଲା।  ଚଳିତ ବର୍ଷ ୧୧୯ ଖେଳାଳି ବିଶିଷ୍ଟ ଦଳକୁ  ରିଓକୁ ପଠାଯାଇଥିଲା।  କିନ୍ତୁ ଭାରତକୁ ମାତ୍ର ୨ଟି ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବ୍ୟାଡ୍‌ମିଣ୍ଟନ୍‌ରେ ପି.ଭି ସିନ୍ଧୁ (ରୌପ୍ୟ) ଓ କୁସ୍ତିରେ ସାକ୍ଷୀ ମଲ୍ଲିକ୍‌ (କାଂସ୍ୟ) ପଦକ ଜିତିଛନ୍ତି।  ଏଥର କୌଣସି ପୁରୁଷ ଖେଳାଳି ପଦକ ଜିତିବାକୁ ସକ୍ଷମ ହୋଇ ନ ଥିଲେ।

୨୦୨୦ରେ ଜାପାନର ଟୋକିଓରେ ଅଲିମ୍ପିକ୍‌ ଅନୁଷ୍ଠିତ ହେବ। ପୁଣି ଥରେ ୨୦୨୦ ଟୋକିଓରେ ସାକ୍ଷାତ ହେବ କହି ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି (ଆଇଓସି) ଅଧ୍ୟକ୍ଷ ଥାମସ୍‌ ବାକ୍‌ ରବିବାର ରାତି ୧୦.୩୦ ମିନିଟ୍‌(ଭାରତୀୟ ସମୟ ଅନୁସାରେ ସୋମବାର ସକାଳ ୭ଟା)ରେ ମାରାକାନ୍ ଷ୍ଟାଡ଼ିୟମ୍‌ରେ ରିଓ ଅଲମ୍ପିକ୍ ସମାପନ ହେଲା ବୋଲି ଘୋଷଣା କରିଥିଲେ। ଏହା ପରେ ୨୦୨୦ ଅଲିମ୍ପିକ୍‌ ପାଇଁ ଟୋକିଓକୁ ଦାୟିତ୍ୱ ଦିଆଯାଇଥିଲା। ଦାୟିତ୍ୱ ପାଇବା ପରେ ଜାପାନ ତରଫରୁ ଏହାର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଏବେଙ୍କ ନେତୃତ୍ୱରେ କିପରି ୩୨ତମ ଅଲିମ୍ପିକ୍‌ର ପ୍ରସ୍ତୁତି କରିବ ତା’ର ଏକ ଝଲକ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story