ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍ ଉଦଘାଟିତ

କଟକ, (ଓଡ଼ିଶା ରିପୋର୍ଟର୍): ଜବାହାରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ କମନୱେଲଥ ଟେବୁଲ ଟେନିସ ଚାମ୍ପିଅନଶିପର ୨୧ତମ ସଂସ୍କରଣ ବୁଧବାର ଉଦଘାଟିତ ହୋଇଯାଇଛି। ଓଡ଼ିଶା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚାମ୍ପିଅନଶିପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଭାଗ ନେଉଥିବା ସବୁ ଦେଶର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାଛଡ଼ା ସେ ଖେଳାଳିମାନଙ୍କୁ ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଦେଶର ଖେଳାଳି ଏଠାରେ […]

tt1

tt1

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 06:35 PM IST

Sports

Latest News

କଟକ, (ଓଡ଼ିଶା ରିପୋର୍ଟର୍): ଜବାହାରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ କମନୱେଲଥ ଟେବୁଲ ଟେନିସ ଚାମ୍ପିଅନଶିପର ୨୧ତମ ସଂସ୍କରଣ ବୁଧବାର ଉଦଘାଟିତ ହୋଇଯାଇଛି। ଓଡ଼ିଶା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚାମ୍ପିଅନଶିପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଭାଗ ନେଉଥିବା ସବୁ ଦେଶର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାଛଡ଼ା ସେ ଖେଳାଳିମାନଙ୍କୁ ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଦେଶର ଖେଳାଳି ଏଠାରେ ଏକାଠି ହୋଇଛନ୍ତି। ଓଡ଼ିଶା ଏବେ ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହୋଇଛି। କ୍ରୀଡ଼ା ଓ ଅଧ୍ୟାତ୍ମିକ ଚେତନା ମଧ୍ୟରେ ସମନ୍ୱୟ ରହିଛି। ଯାହା ଦ୍ୱାରା ବିଶ୍ୱ ଐକ୍ୟତାର ଯୋଗ ସୂତ୍ର ସୃଷ୍ଟି କରିଥାଏ ବୋଲି ରାଜ୍ୟପାଳ ତାଙ୍କ ଉଦବୋଧନରେ କହିଥିଲେ। ଏହି ଅବସରରେ ରାଜ୍ୟପାଳ ପୋଷ୍ଟାଲ୍ ଡାକଟିକଟ ଲଫାପା ଉନ୍ମୋଚିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, କଟକରେ ଏଭଳି ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, କନମୱେଲଥ ଟେବୁଲ୍ ଟେନିସ ସଙ୍ଗଠନ ଅଧ୍ୟକ୍ଷ ଆଲେନ ରାନସମ, କମନୱେଲଥ ଟେବୁଲ ଟେନିସ ସଙ୍ଗଠନ ସମ୍ପାଦକ ଚାନ ପୁଙ୍ଗ କେଓଙ୍ଗ, ଟେବୁଲ ଟେନିସ ନିର୍ଦ୍ଦେଶକ ଏଲ୍ ଏନ୍ ଗୁପ୍ତା, ରାଜ୍ୟ ଟେବୁଲ ଟେନିସ ସଂଘ ଉପସଭାପତି ତଥା ଇଡକୋ ମୁଖ୍ୟ ନିର୍ଦ୍ଦେଶକ ସଞ୍ଜୟ ସିଂହ, ସର୍ବଭାରତୀୟ ଟେବୁଲ ଟେନିସ ମହାସଂଘ ବରିଷ୍ଠ ଉପସଭାପତି ସଞ୍ଜୟ ସିଂହ, ଉପଦେଷ୍ଟା ଧନରାଜ ଚୌଧୁରୀ, ଜିଲ୍ଲାପାଳ ଭବନୀଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସର୍ବଭାରତୀୟ ଟେବୁଲ ଟେନିସ ମହାସଂଘ, ଓଡ଼ିଶା ଟେବୁଲ ଟେନିସ ସଂଘ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ୧୨ଟି ଦେଶକୁ ନେଇ ଏହିୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ବୁଧବାରରୁ ୧୯ ତାରିଖ ପର୍ଯ୍ୟନ୍ତ ଦଳଗତ ଚାମ୍ପିଅନଶିପ୍ ଖେଳାଯିବ। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପ୍ରଥମ ଷ୍ଟେଜ ଶେଷ ହେବ।

ପ୍ରଥମ ପର୍ଯ୍ୟାୟ ମ୍ୟାଚଗୁଡିକ ୪ଟି ଟେବୁଲରେ ଅନୁଷ୍ଠିତ ହେବ। ଲିଗ ପର୍ଯ୍ୟାୟରେ ୨ଟି ମ୍ୟାଚ୍ ଅନୁଷ୍ଠିତ କରାଯିବ। ୩ୟ ରାଉଣ୍ଡରେ ନକ୍ ଆଉଟ ପର୍ଯ୍ୟାୟ ଭାବେ ଖେଳାଯିବ। ୧୯ ତାରିଖରେ ସେମି ଫାଇନାଲ ଓ ଫାଇନାଲ ଖେଳ ହେବ। ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ ଗୁଡିକ ଦୂରଦର୍ଶନରେ ସିଧାପ୍ରସାରଣ ହେବ।

କମନୱେଲଥ ଖେଳରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଗ୍ରୁପ୍-ବି ସ୍ଥାନରେ ସ୍ଥାନ ପାଇଛନ୍ତି। ପୁରୁଷ ବିଭାଗରେ ଭାରତ ସହିତ ସିଙ୍ଗାପୁର ଓ ସ୍କଟଲ୍ୟାଣ୍ଡ୍ ଗ୍ରୁପରେ ରହିଛି। ମହିଳା ଦଳରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଏହି ଗ୍ରୁପରେ ଅଛନ୍ତି। ପୁରୁଷ ବିଭାଗର ଗ୍ରୁପ ଏରେ ଇଂଲଣ୍ଡ, ଶ୍ରୀଲଙ୍କା, ସାଇପ୍ରସ୍, ଗ୍ରୁପ-ସିରେ ନାଇଜେରିଆ, ମ୍ୟାଲେସିୟା, ବାଂଲାଦେଶ, ଗ୍ରୁପ୍-ଡିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଲ୍ସ ରହିଥିବା ବେଳେ ମହିଳା ଦଳରେ ଗ୍ରୁପ୍-ଏରେ ସିଙ୍ଗାପୁର, ୱେଲ୍ସ, ସ୍କଟଲ୍ୟାଣ୍ଡ୍, ଗ୍ରୁପ୍-ସିରେ ଅଷ୍ଟ୍ରେଲିଆ, ମ୍ୟାଲେସିୟା, ସାଇପ୍ରସ୍ ଏବଂ ଗ୍ରୁପ-ଡିରେ ନାଇଜେରିଆ, ଇଂଲଣ୍ଡ, ବାଂଲାଦେଶ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story