ଦ୍ୱିତୀୟ ଦିନିକିଆ: ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି  ଟକ୍କର। ପୁନେ ଠାରେ ଆଜି ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ସହ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ମାତ୍ର ୨୭ ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡର ୩ଟି ୱିକେଟ୍‌ ପତନ ହେବା ସହ ଦଳର ୫୮ ରନ୍‌ରେ ୪ର୍ଥ ୱିକେଟ୍‌ ପଡିଥିଲା। ଶେଷ ଖବର ସୁଦ୍ଧା ନ୍ୟୁଜିଲାଣ୍ଡ ୩୦ ଓଭର ଖେଳି ୫ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 03:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି  ଟକ୍କର। ପୁନେ ଠାରେ ଆଜି ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ସହ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ମାତ୍ର ୨୭ ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡର ୩ଟି ୱିକେଟ୍‌ ପତନ ହେବା ସହ ଦଳର ୫୮ ରନ୍‌ରେ ୪ର୍ଥ ୱିକେଟ୍‌ ପଡିଥିଲା। ଶେଷ ଖବର ସୁଦ୍ଧା ନ୍ୟୁଜିଲାଣ୍ଡ ୩୦ ଓଭର ଖେଳି ୫ ୱିକେଟ୍‌ ହରାଇ ୧୧୮ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଆକର୍ଷଣୀୟ ବୋଲିଂ କରି ମୂଲ୍ୟବାନ ୨ ୱିକେଟ୍‌ ନେଇଥିବା ବେଳେ ବୁମ୍‌ରା, ପାଣ୍ଡ୍ୟା ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story