୩୦ ନଭେମ୍ବରରେ ବିବାହ କରିବେ ଯୁବରାଜ ଓ ହେଜଲ

ମୁମ୍ବାଇ: ‌ଖୁବଶୀଘ୍ର କ୍ରିକେଟର ଯୁବରାଜ ସିଂହ ଓ ହେଜଲ କିଚ୍‌ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୩୦ ନଭେମ୍ବରରେ ଶିଖ୍‌ ଧର୍ମର ପାରମ୍ପାରିକ ରୀତିରେ ଚଣ୍ଡୀଗଡରେ ଏହି  ବିବାହ ହେବ। ଏଥିପାଇଁ ଯୁବରାଜଙ୍କ ଗାଁ ଦୁଫେରାରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେଠାରେ ଉଭୟ ଡେରା ମୁଖ୍ୟ ବାବା ରାମ ସିଂହଙ୍କ ଆର୍ଶୀବାଦ ନେବେ। ବିବାହ ଦିନ ଦ୍ୱିତୀୟ ଥର ପାଇଁ ହେଜଲ ଫିତେଗଡ଼ ସାହିବରେ ସରହିନ୍ଦ-ଚଣ୍ଡୀଗଡ଼ ମାର୍ଗରେ ଥିବା ଡେରାକୁ ଯିବେ। ଏହା ପୂର୍ବରୁ ଯୁବରାଜ ଓ […]

Is Yuvraj Singh Dating Hazel Keech?

Is Yuvraj Singh Dating Hazel Keech?

Rakesh Mallick
  • Published: Monday, 28 November 2016
  • Updated: 28 November 2016, 03:38 PM IST

Sports

Latest News

ମୁମ୍ବାଇ: ‌ଖୁବଶୀଘ୍ର କ୍ରିକେଟର ଯୁବରାଜ ସିଂହ ଓ ହେଜଲ କିଚ୍‌ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୩୦ ନଭେମ୍ବରରେ ଶିଖ୍‌ ଧର୍ମର ପାରମ୍ପାରିକ ରୀତିରେ ଚଣ୍ଡୀଗଡରେ ଏହି  ବିବାହ ହେବ।

ଏଥିପାଇଁ ଯୁବରାଜଙ୍କ ଗାଁ ଦୁଫେରାରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେଠାରେ ଉଭୟ ଡେରା ମୁଖ୍ୟ ବାବା ରାମ ସିଂହଙ୍କ ଆର୍ଶୀବାଦ ନେବେ।

ବିବାହ ଦିନ ଦ୍ୱିତୀୟ ଥର ପାଇଁ ହେଜଲ ଫିତେଗଡ଼ ସାହିବରେ ସରହିନ୍ଦ-ଚଣ୍ଡୀଗଡ଼ ମାର୍ଗରେ ଥିବା ଡେରାକୁ ଯିବେ। ଏହା ପୂର୍ବରୁ ଯୁବରାଜ ଓ ହେଜଲ ନିର୍ବନ୍ଧ ଦିନ ଡେରା ଯାଇଥିଲେ।

ବିବାହରେ ପରିବାର ଲୋକଙ୍କ ସହ କିଛି ନିକଟ ବନ୍ଧୁ ସାମିଲ ହେବେ।

ଯୁବରାଜଙ୍କ ପିତା କହିଛନ୍ତି,“ଯୁବରାଜ ଅନାବଶ୍ୟକ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ଆମ ପରିବାର ସିଧାସାଧା ବିବାହକୁ ବିଶ୍ୱାସ କରୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story