ଭାରତ ଆଗରେ ବିଜୟ ଲକ୍ଷ୍ୟ ୩୩୯: ଟିମ୍‌ ଇଣ୍ଡିଆର ବୋଲିଂ ଫେଲ୍‌, ବ୍ୟାଟିଂ ଉପରେ ସବୁ ଭରସା  

ଭାରତ ଆଗରେ ପାକିସ୍ତାନର ବିଶାଳ ସ୍କୋର। ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୩୩୮ରନ କରିପାରିଛି। ପାକିସ୍ତାନ ପକ୍ଷରୁ ଫକାର୍‌ ଜମାନ ୧୧୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ବେଳେ ଆଜାର ଅଲ୍ଲୀ ୫୯, ବାବର ଆଜମ ୪୬ ଓ ହାଫିଜ୍‌ ୫୭ରନ କରିଛନ୍ତି। ଭାରତୀୟ ବୋଲିଂ ବିଭାଗ ଆଜି ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ଭାରତର ସମସ୍ତ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ପାକିସ୍ତାନ ଖେଳାଳି। ଭାରତ ପକ୍ଷରୁ ସଫଳ ବୋଲର […]

pakistan

pakistan

Rakesh Mallick
  • Published: Sunday, 18 June 2017
  • Updated: 18 June 2017, 10:21 PM IST

Sports

Latest News

ଭାରତ ଆଗରେ ପାକିସ୍ତାନର ବିଶାଳ ସ୍କୋର। ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୩୩୮ରନ କରିପାରିଛି। ପାକିସ୍ତାନ ପକ୍ଷରୁ ଫକାର୍‌ ଜମାନ ୧୧୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ବେଳେ ଆଜାର ଅଲ୍ଲୀ ୫୯, ବାବର ଆଜମ ୪୬ ଓ ହାଫିଜ୍‌ ୫୭ରନ କରିଛନ୍ତି। ଭାରତୀୟ ବୋଲିଂ ବିଭାଗ ଆଜି ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ଭାରତର ସମସ୍ତ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ପାକିସ୍ତାନ ଖେଳାଳି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୧୦ ଓଭର ବୋଲିଂ କରି ୪୪ ରନ ଦେଇ ଗୋଟିଏ ୱିକେଟ୍‌ ନେଇଥିବା ବେଳେ ପାଣ୍ଡ୍ୟା ଓ କେଦାର ଯାଦବ ଗୋଟିଏ ଲେଖାଁଏ ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story