ଦୁଇ ରନ୍‌ ପାଇଁ ୪୦ ମିନିଟ୍‌ ଅପେକ୍ଷା: ଏଥିପାଇଁ ଦାୟୀ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲିଂ ଆଗରେ ଧୂଳିସାତ ଦକ୍ଷିଣ ଆଫ୍ରିକା। ଚହଲ ଓ କୁଳଦୀପ ଯାଦବଙ୍କ ସ୍ପିନ ଯାଦୁରେ ସେଂଚୁରିଆନ୍ ଦିନିକିଆକୁ ୯ ଓ୍ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ। ପ୍ରଥମେ ଟସ୍ ଜିତି ବିରାଟ ବାହିନୀ ଫିଲଡିଂ ନିଷ୍ପତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୨ ଓଭର ୨ବଲରେ ମାତ୍ର ୧୧୮ ରନ୍ କରିଥିଲା। ଭାରତୀୟ ବୋଲର ଚହଲ୍ ସର୍ବାଧିକ ୫ଟି ଓ କୁଳଦୀପ ଯାଦବ ୩ଟି ଓ୍ୱିକେଟ ନେଇଥିଲେ। ୧୧୯ ରନର […]

3858

3858

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 11:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲିଂ ଆଗରେ ଧୂଳିସାତ ଦକ୍ଷିଣ ଆଫ୍ରିକା। ଚହଲ ଓ କୁଳଦୀପ ଯାଦବଙ୍କ ସ୍ପିନ ଯାଦୁରେ ସେଂଚୁରିଆନ୍ ଦିନିକିଆକୁ ୯ ଓ୍ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ। ପ୍ରଥମେ ଟସ୍ ଜିତି ବିରାଟ ବାହିନୀ ଫିଲଡିଂ ନିଷ୍ପତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୨ ଓଭର ୨ବଲରେ ମାତ୍ର ୧୧୮ ରନ୍ କରିଥିଲା। ଭାରତୀୟ ବୋଲର ଚହଲ୍ ସର୍ବାଧିକ ୫ଟି ଓ କୁଳଦୀପ ଯାଦବ ୩ଟି ଓ୍ୱିକେଟ ନେଇଥିଲେ। ୧୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା। କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରି ଅପରାଜିତ ୪୬ ରନ୍‌ କରିଥିବା ବେଳେ ଶିଖର ଧାୱନ ସର୍ବାଧିକ ୫୧ ରନ୍ କରିଥିଲେ। ଏହି ଭାଗିଦାରୀ ସହାୟତାରେ ଭାରତ ୨୦ ଓଭର ୩ଟି ବଲରେ ହାସଲ କରିନେଇଥିଲା ବିଜୟ ଲକ୍ଷ୍ୟ।

ହେଲେ ଏହି ମ୍ୟାଚ୍ ପରେ ବିବାଦ ଦେଖାଦେଇଛି। ଭାରତ ଜିତିବାକୁ ମାତ୍ର ୨ ରନ ବାକି ଥିବା ବେଳେ ସେତେବେଳେ ୪୦ ମିନିଟର ଲଞ୍ଚ ବ୍ରେକ ହୋଇଥିଲା। ଯାହାକୁ ନାପସନ୍ଦ କରିଛନ୍ତି ଅନେକ ପୂର୍ବ କ୍ରିକେଟର୍‌। ପୂର୍ବ କ୍ରିକେଟର୍‌ କପିଲ ଦେବ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। କପିଲ ଦେବ କହିଛନ୍ତି ଏହା ପୂର୍ବରୁ ଏଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା। କପିଲ କହିଛନ୍ତି ମାତ୍ର ୨ରନ ପାଇଁ ୪୦ ମିନିଟ ଅପେ‍କ୍ଷା କରିବାକୁ ପଡ଼ିଥିଲା ସମସ୍ତଙ୍କୁ। ଏଥିପାଇଁ ଅମ୍ପିୟାର ଏବଂ ମ୍ୟାଚ୍‌ ରେଫରି ହିଁ ଦାୟୀ। ଲୋକେ କ୍ରିକେଟ୍‌ ଠାରୁ ଏଥିପାଇଁ ଦୂରେଇ ଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story