ପଞ୍ଚମ ଟେଷ୍ଟ: ଭାରତ ୬୦/୦

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ୫ମ ଟେଷ୍ଟରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୪୭୭ ରନ୍‌ ସଂଗ୍ରାହ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୬୦ ରନ କରିଛି। ଭାରତର ଦୁଇ ଓପ୍ନର ଲୋକେଶ ରାହୁଲ ୩୦ (୩ ଚୌକା) ଏବଂ ପାର୍ଥିବ ପଟେଲ ୨୯ (୨ ଚୌକା) ରନ୍‌ କରି ଅପରାଜିତ ଅଛନ୍ତି। ଗତକାଲି ୨୮୪/୪ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ […]

india

india

Rakesh Mallick
  • Published: Saturday, 17 December 2016
  • Updated: 18 December 2016, 09:37 PM IST

Sports

Latest News

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ୫ମ ଟେଷ୍ଟରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୪୭୭ ରନ୍‌ ସଂଗ୍ରାହ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୬୦ ରନ କରିଛି।

ଭାରତର ଦୁଇ ଓପ୍ନର ଲୋକେଶ ରାହୁଲ ୩୦ (୩ ଚୌକା) ଏବଂ ପାର୍ଥିବ ପଟେଲ ୨୯ (୨ ଚୌକା) ରନ୍‌ କରି ଅପରାଜିତ ଅଛନ୍ତି।

ଗତକାଲି ୨୮୪/୪ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍‌ ଆଉ ୧୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ନେଇଥିବା ବେଳେ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ୨ଟି ଲେଖାଏଁ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅମିତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଭାରତ ୩-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos