୬,୬,୪,୬,୬ ବଳରେ ଶ୍ରେୟସ-ପନ୍ତଙ୍କ ନାଁରେ ଏହି ରେକର୍ଡ

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଓ ରିଷଭ ପନ୍ତ ବିଶାଖାପଟନମରେ ଦମଦାର ବ୍ୟାଟିଂ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବା ସହ ଭାରତ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ୧୫୯ ରନ କରି ଆଉଟ ହେବା ପରେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ୨ଟି ଛକା ମାରି ସେ ତାଙ୍କ ଇନିଂସ୍‌ ଦମଦାର ଶୈଳୀରେ ଆରମ୍ଭ କରିଥିଲେ। ଏହାର ପରବର୍ତ୍ତୀ ଓଭରରେ ପନ୍ତ ଦ୍ରୁତ ବୋଲର ସେଲଡନ କଟ୍ରେଲଙ୍କୁ ଗୋଟିଏ […]

se

se

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 06:24 PM IST

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଓ ରିଷଭ ପନ୍ତ ବିଶାଖାପଟନମରେ ଦମଦାର ବ୍ୟାଟିଂ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବା ସହ ଭାରତ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ୧୫୯ ରନ କରି ଆଉଟ ହେବା ପରେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ୨ଟି ଛକା ମାରି ସେ ତାଙ୍କ ଇନିଂସ୍‌ ଦମଦାର ଶୈଳୀରେ ଆରମ୍ଭ କରିଥିଲେ।

ଏହାର ପରବର୍ତ୍ତୀ ଓଭରରେ ପନ୍ତ ଦ୍ରୁତ ବୋଲର ସେଲଡନ କଟ୍ରେଲଙ୍କୁ ଗୋଟିଏ ଓଭରରେ ୨୪ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହି ଓଭରରେ ପନ୍ତ ୨ଟି ବିଶାଳ ଛକା ଓ ୩ଟି ଚୌକା ମାରିଥିଲେ।

୪୭ତମ ଓଭର ବୋଲିଂ କରିବାକୁ ଆସିଥିବା ରୋଷ୍ଟନ ଚେଜଙ୍କ ଉପରେ ଶ୍ରେୟସ ଜୋରଦାର ହମଲା କରିଥିଲେ। ସେ ଏହି ଓଭରରେ ୪ଟି ଛକା ମାରି ୩୧ ରନ୍‌ ଆଦାୟ କରିଥିଲେ। ପନ୍ତ ପ୍ରଥମ ବଲରେ ଏକ ରନ୍‌ ନେଇଥିଲେ। ଏହାପରେ ଶ୍ରେୟସ ଏହି ଓଭରରେ ୬,୬,୪,୬,୬ ରନ ଆଦାୟ କରିଥିଲେ।

ପନ୍ତ ଓ ଆୟର ଏହି ଓଭରରେ ୩୧ ରନ ଆଦାୟ କରି ଭାରତ ପାଇଁ ଦିନିକିଆର ଗୋଟିଏ ଓଭରରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ୧୯୯୯ ମସିହାରେ ସଚିନ ତେନ୍ଦୁଲକର ଓ ଅଜୟ ଜାଡେଜା ଯୋଡ଼ି ଗୋଟିଏ ଓଭରରେ ୨୮ ରନ୍‌ ଆଦାୟ କରି ଭାରତ ପାଇଁ ସର୍ବାଧିକ ରନ ହାସଲ କରିବାର ରେକର୍ଡ କରିଥିଲେ। ପନ୍ତ ଓ ଆୟର ୨ ଓଭରରେ ୫୫ ରନ ଯୋଡ଼ି ଭାରତର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story