ମ୍ୟାଚ୍‌ ଦେଖିଲେ ‘ସୁପର ଫ୍ୟାନ୍‌’ ଚାରୁଲତା

ଲିଡ୍‌ସ: ପ୍ରତିଶ୍ରୁତି ମୁତାବକ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ୮୭ ବର୍ଷୀୟ ସୁପର ଫ୍ୟାନ୍‌ ଚାରୁଲତା ପଟେଲଙ୍କୁ ଟିକେଟ୍‌ ଦେଇଛନ୍ତି। ବିରାଟଙ୍କ ଠାରୁ ଟିକେଟ୍‌ ପାଇ ଚାରୁଲତା ମଧ୍ୟ ଆଜି ଲିଡ୍‌ସ ଷ୍ଟାଡିୟମରେ ବସି ଭାରତ ଓ ଶ୍ରୀଲଙ୍କା ଲଢ଼େଇ ଉପଭୋଗ କରିଛନ୍ତି। ଚାରୁଲତା ମ୍ୟାଚ୍‌ ଦେଖିବା ବେଳର ଫଟୋକୁ ବିସିସିଆଇ ଟ୍ୱିଟ କରିଛି। ଏଥିସହ ଟିମ୍‌ ଇଣ୍ଡିଆର ସୁପର ଫ୍ୟାନ୍‌ ଚାରୁଲତାଙ୍କ ପାଇଁ ବିରାଟ୍‌ ଲେଖିଥିବା ଏକ ଚିଠିକୁ ମଧ୍ୟ ବସିସିଆଇ ପୋଷ୍ଟ କରିଛି। […]

we

we

Hemant Lenka
  • Published: Saturday, 06 July 2019
  • Updated: 06 July 2019, 07:51 PM IST

Sports

Latest News

ଲିଡ୍‌ସ: ପ୍ରତିଶ୍ରୁତି ମୁତାବକ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ୮୭ ବର୍ଷୀୟ ସୁପର ଫ୍ୟାନ୍‌ ଚାରୁଲତା ପଟେଲଙ୍କୁ ଟିକେଟ୍‌ ଦେଇଛନ୍ତି। ବିରାଟଙ୍କ ଠାରୁ ଟିକେଟ୍‌ ପାଇ ଚାରୁଲତା ମଧ୍ୟ ଆଜି ଲିଡ୍‌ସ ଷ୍ଟାଡିୟମରେ ବସି ଭାରତ ଓ ଶ୍ରୀଲଙ୍କା ଲଢ଼େଇ ଉପଭୋଗ କରିଛନ୍ତି।

ଚାରୁଲତା ମ୍ୟାଚ୍‌ ଦେଖିବା ବେଳର ଫଟୋକୁ ବିସିସିଆଇ ଟ୍ୱିଟ କରିଛି। ଏଥିସହ ଟିମ୍‌ ଇଣ୍ଡିଆର ସୁପର ଫ୍ୟାନ୍‌ ଚାରୁଲତାଙ୍କ ପାଇଁ ବିରାଟ୍‌ ଲେଖିଥିବା ଏକ ଚିଠିକୁ ମଧ୍ୟ ବସିସିଆଇ ପୋଷ୍ଟ କରିଛି।

ଏଥିରେ ବିରାଟ୍‌ ଲେଖିଛନ୍ତି, “ବହୁତ ବହୁତ ଧନ୍ୟବାଦ ଚାରୁଲତାଜୀ। ଆମ ଟିମ୍‌ ପାଇଁ ଆପଣଙ୍କ ଭଲ ପାଇବା ଆମକୁ ପ୍ରେରଣା ଦେଇଛି। ମୁଁ ଆଶା କରୁଛି, ଆପଣ ଆପଣଙ୍କ ପରିବାର ସହ ଖେଳକୁ ଉପଭୋଗ କରିବେ। ଆପଣଙ୍କୁ ବହୁତ ବହୁତ ଲଭ୍।”

ଚାରୁଲତାଙ୍କୁ ପ୍ରଥମେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପରେ ସେ ବିରାଟ୍ ଓ ରୋହିତ ଶର୍ମାଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story