୨୦୧୮ରେ ଟି-୨୦ ସିରିଜ ହାରିନାହାନ୍ତି ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ବିଦାୟ ନେବାକୁ ବସିଛି ୨୦୧୮। କ୍ରିକେଟ୍‌ ଜଗତରେ ୨୦୧୮ ମସିହାରେ ଘଟିଛି ଅନେକ ଘଟଣା ଓ ଦୁର୍ଘଟଣା। ଦର୍ଶକେ ଫଟାଫଟ କ୍ରିକେଟ୍‌ର ମଜା ଉଠାଇଥିବା ବେଳେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ବଲକୁ ବିକୃତ କରିବା ଘଟଣା ଜେଣ୍ଟଲମ୍ୟାନ୍‌ଙ୍କ ଗେମ୍‌ କୁହାଯାଇଥିବା କ୍ରିକେଟରେ ଲଗାଇଥିଲା କଳଙ୍କ। ସେହିପରି ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ଅନୀଲ କୁମ୍ବଲେଙ୍କୁ ବିଦା କରାଯିବା ଘଟଣା ହେଉ କିମ୍ବା ମହିଳା ଟିମ୍‌ର କୋଚ୍‌ ରମେଶ ପାୱାର ଏବଂ ଷ୍ଟାର ଖେଳାଳି ମିତାଲି ରାଜଙ୍କ […]

g

g

Hemant Lenka
  • Published: Thursday, 27 December 2018
  • Updated: 27 December 2018, 06:47 PM IST

Sports

Latest News

ନୂଆଦିଲ୍ଲୀ: ବିଦାୟ ନେବାକୁ ବସିଛି ୨୦୧୮। କ୍ରିକେଟ୍‌ ଜଗତରେ ୨୦୧୮ ମସିହାରେ ଘଟିଛି ଅନେକ ଘଟଣା ଓ ଦୁର୍ଘଟଣା। ଦର୍ଶକେ ଫଟାଫଟ କ୍ରିକେଟ୍‌ର ମଜା ଉଠାଇଥିବା ବେଳେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ବଲକୁ ବିକୃତ କରିବା ଘଟଣା ଜେଣ୍ଟଲମ୍ୟାନ୍‌ଙ୍କ ଗେମ୍‌ କୁହାଯାଇଥିବା କ୍ରିକେଟରେ ଲଗାଇଥିଲା କଳଙ୍କ। ସେହିପରି ଟିମ୍‌ ଇଣ୍ଡିଆର କୋଚ୍‌ ପଦରୁ ଅନୀଲ କୁମ୍ବଲେଙ୍କୁ ବିଦା କରାଯିବା ଘଟଣା ହେଉ କିମ୍ବା ମହିଳା ଟିମ୍‌ର କୋଚ୍‌ ରମେଶ ପାୱାର ଏବଂ ଷ୍ଟାର ଖେଳାଳି ମିତାଲି ରାଜଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା, ଏସବୁକୁ ନେଇ ବେଶ ଘଟଣାବହୁଳ ଥିଲା ୨୦୧୮।

ସେହିପରି ଦୀର୍ଘ ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିବାର ରେକର୍ଡ କରିଥିଲା ଟିମ୍‌ ଇଣ୍ଡିଆ। ଆଡେଲେଡ୍‌ ଟେଷ୍ଟ୍‌ରେ କଙ୍ଗାରୁ ଦଳକୁ ୩୧ରେ ହରାଇ ଇତିହାସ ସୃଷ୍ଟି କରିଥିଲା ବିରାଟ ବାହିନୀ। ତେବେ ଆଜି ଏହି ବିଦାୟୀ ବର୍ଷରେ ଆମେ ଟି-୨୦ କ୍ରିକେଟ୍‌ରେ କ’ଣ ସବୁ ଘଟିଥିଲା, ତା’ର ଏକ ସଂକ୍ଷେପ ସୂଚନା ପାଠକଙ୍କୁ ଭେଟି ଦେଉଛୁ।

୨୦୧୮ରେ ସମୁଦାୟ ୨୯ଟି ଟି-୨୦ ସିରିଜ୍‌ ବା ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। କ୍ରିକେଟର ଏହି ଛୋଟିଆ ଫରମାଟରେ ଉଭୟ ଭାରତ ଏବଂ ପାକିସ୍ତାନ ନିଜର ଦବଦବା ଦେଖାଇବା ସହ ଗୋଟିଏ ହେଲେ ସିରିଜ୍‌ ହାରିନାହାନ୍ତି। ସେହିପରି ଆଫ୍‌ଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ହେଲେ ବି ମ୍ୟାଚ୍‌ ହାରିନାହିଁ। ଟି-୨୦ରେ ପାକିସ୍ତାନ ବିଶ୍ୱର ୧ ନଂ ଦଳ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ରୋହିତ ଶର୍ମା ଦୁଇଟି ଟି-୨୦ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଓପନର ଆରୋନ୍‌ ଫିଞ୍ଚ ୧୭୨ ରନ୍‌ ଇନିଂସ ଖେଳିଛନ୍ତି। ସେହିପରି ଶିଖର ଧୱନ ଟି-୨୦ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିରାଟ୍‌ କୋହଲିଙ୍କ ରେକର୍ଡ ଭାଙ୍ଗି ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର ବନିଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଆଣ୍ଡ୍ରୁ ଟାଏ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଛନ୍ତି।

୧: କିଏ କେତେ ମ୍ୟାଚ୍‌ ଖେଳିଛି ଓ ଜିତିଛି 

 Team T20Is  Won  Lost  Tied  NR  %W
 Afghanistan 7 7 0 0 0 100.0
 Australia 19 10 8 0 1 55.5
 Bangladesh 16 5 11 0 0 31.25
 England 9 4 5 0 0 44.44
 ICC World XI 1 0 1 0 0 0.00
 India 19 14 4 0 1 77.77
 Ireland 8 1 6 1 0 18.75
 Nepal 1 0 0 0 1 0.00
 Netherlands 5 2 2 0 1 50.00
 New Zealand 13 3 9 0 1 25.00
 Pakistan 19 17 2 0 0 89.47
 Scotland 6 2 3 1 0 41.66
 South Africa 7 4 3 0 0 57.14
 Sri Lanka 8 4 4 0 0 50.00
 UAE 1 0 1 0 0 0.00
 West Indies 15 4 10 0 1 28.57
 Zimbabwe 8 0 8 0 0 0.00

ପାକିସ୍ତାନ ୨୦୧୮ରେ ସର୍ବାଧିକ ୧୭ଟି ଟି-୨୦ ମ୍ୟାଚ୍‌ ଜିତିଛି।

ଆଫଗାନିସ୍ତାନ ସମସ୍ତ ୭ ଟି-୨୦ ମ୍ୟାଚ୍‌ ଜିତିଥିବା ବେଳେ ଜିମ୍ୱାୱେ ସବୁ ମ୍ୟାଚ୍‌ ହାରିଛି।

୨: ସର୍ବାଧିକ ରନ୍ ହାସଲକାରୀ

 Player T20Is  Inns  NO  Runs  Avg SR HS 100  50 
 Shikhar Dhawan 18 17 0 689 40.52 147.2 92 0 6
 Rohit Sharma 19 18 2 590 36.87 147.5 111* 2 3
 Fakhar Zaman 17 17 0 576 33.88 148.8 91 0 4
 Babar Azam 12 12 3 563 62.55 126.5 97* 0 6
 Aaron Finch 17 17 4 531 40.84 176.4 172 1 2
 D'Arcy Short 18 18 2 515 32.18 121.2 76 0 4
 Glenn Maxwell 19 18 4 506 36.14 143.7 103* 1 2
 Colin Munro 12 12 1 500 45.45 178.6 104 1 4
 Mahmudullah 16 16 4 414 34.50 138.0 45 0 0
 Martin Guptill 10 10 0 410 41.00 146.9 105 1 4

ଶିଖର ଧୱନ ଚଳିତ ବର୍ଷ ଟି-୨୦ରେ ୬୮୯ ରନ୍‌ କରିଛନ୍ତି। ସେ ବିଶ୍ୱର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି।

ରୋହିତ ଶର୍ମା ଚଳିତ ବର୍ଷ ୨ଟି ଶତକ ହାସଲ କରିବା ପରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ଟି-୨୦ରେ ୪ଟି ଶତକ ହାସଲ କରିବାର ପ୍ରଥମ ଖେଳାଳି ହୋଇଛନ୍ତି।

ଚଳିତ ବର୍ଷ ୫ ଖେଳାଳି ୫୦୦ରୁ ଅଧିକ ରନ୍‌ କରିଛନ୍ତି।

୩: ସର୍ବାଧିକ ବ୍ୟକ୍ତିଗତ ସ୍କୋର

172 - Aaron Finch vs ZIM at Bulawayo

111* - Rohit Sharma vs WI at Lucknow

105 - Martin Guptill vs AUS at Auckland

104 - Colin Munro vs WI at Mount Maunganui

103* - Glenn Maxwell vs ENG at Hobart

୪: ସବୁଠାରୁ ଅଧିକ ୫୦ ରନ୍‌ କରିଥିବା ଖେଳାଳି

୧: ବାବର ଆଜାମ ଓ ଶିଖର ଧୱନ(୬ଥର)

୨: ରୋହିତ ଶର୍ମା(୨ଟି ଶତକ, ୩ଟି ୫୦)

୩: କୋଲିନ୍‌ ମନରୋ/ମାର୍ଟିନ ଗପ୍ଟିଲ୍‌(୫ଥର)

୪: କୁଶଲ ମେଣ୍ଡିସ, ଡି ଆର୍ସି ଶଟ୍‌ ଓ ଫକର ଜମାନ(୪ଥର)

୫: ସର୍ବାଧିକ ୱିକେଟ ଦଖଲକାରୀ

 Player T20Is  Inns  Wkts  Avg BBI SR Eco 4w  5w 
 Andrew Tye 19 18 31 18.93 4/23 13.2 8.56 1 0
 Shadab Khan 19 19 28 17.42 3/19 15.7 6.62 0 0
 Billy Stanlake 16 16 25 18.40 4/8 14.1 7.79 1 0
 Rashid Khan 8 8 22 8.68 4/12 8.1 6.36 2 0
 Kuldeep Yadav 9 9 21 9.80 5/24 9.8 5.97 1 1
 Mustafizur Rahman 13 13 21 21.19 3/31 12.9 9.85 0 0
 Yuzvendra Chahal 13 13 18 22.83 3/18 17.3 7.90 0 0
 Keemo Paul 13 13 17 23.17 5/15 17.1 8.09 0 1
 Shakib al Hasan 11 11 15 17.73 5/20 16.0 6.65 0 1
 Faheem Ashraf 19 18 15 24.06 3/5 20.4 7.05 0 0

୬: ଗୋଟିଏ ମ୍ୟାଚ୍‌ରେ ସବୁଠାରୁ ଭଲ ବୋଲିଂ ପ୍ରଦର୍ଶନ

୧: କେମୋ ପଲ୍‌(୧୫/୫ ବନାମ ବାଂଲାଦେଶ)

୨: ଶାକିବ ଅଲ ହାସଲ(୨୦/୫ ବନାମ ୱେଷ୍ଟଇଣ୍ଡିଜ)

୩: ଇମ୍ରାନ ତାହିର(୨୩/୫ ବନାମ ଜିମ୍ବାୱେ)

୪: ଭୁବନେଶ୍ୱର କୁମାର(୨୪/୫ ବନାମ ଦକ୍ଷିଣ ଆଫ୍ରିକା)

୫: କୁଲଦୀପ ଯାଦବ(୨୪/୫ ବନାମ ଇଂଲଣ୍ଡ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story