ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ବେଳେ ଉଡ଼ିଲା ଜଷ୍ଟିସ୍‌ ଫର କଶ୍ମୀର ବ୍ୟାନର

ଲିଡ୍‌ସ: ଆଜି ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ଚାଲିଥିବା ବେଳେ ଏକ ଅଭାବନୀୟ କାଣ୍ଡ ଘଟିଛି। ମ୍ୟାଚ୍‌ ବେଳେ ଲିଡ୍ସର ହେଡିଙ୍ଗଲେ ଷ୍ଟାଡିୟମ ଉପରେ ‘ଜଷ୍ଟିସ୍‌ ଫର କଶ୍ମୀର’ ବ୍ୟାନର ଲାଗିଥିବା ଏକ ବିମାନ ଉଡ଼ାଣ କରିଛି। ଖାଲି ସେତିକି ନୁହେଁ, ଏହି ବିମାନରେ ଭାରତ କଶ୍ମୀରରେ କରୁଥିବା ଅତ୍ୟାଚାର ଏବଂ ନରସଂହାର ବନ୍ଦ କରୁ ଓ ମୁକ୍ତ କଶ୍ମୀର ଗଠନ ହେଉ ବୋଲି ମଧ୍ୟ ଏକ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ […]

wf

wf

Hemant Lenka
  • Published: Saturday, 06 July 2019
  • Updated: 06 July 2019, 08:16 PM IST

Sports

Latest News

ଲିଡ୍‌ସ: ଆଜି ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ଚାଲିଥିବା ବେଳେ ଏକ ଅଭାବନୀୟ କାଣ୍ଡ ଘଟିଛି। ମ୍ୟାଚ୍‌ ବେଳେ ଲିଡ୍ସର ହେଡିଙ୍ଗଲେ ଷ୍ଟାଡିୟମ ଉପରେ ‘ଜଷ୍ଟିସ୍‌ ଫର କଶ୍ମୀର’ ବ୍ୟାନର ଲାଗିଥିବା ଏକ ବିମାନ ଉଡ଼ାଣ କରିଛି। ଖାଲି ସେତିକି ନୁହେଁ, ଏହି ବିମାନରେ ଭାରତ କଶ୍ମୀରରେ କରୁଥିବା ଅତ୍ୟାଚାର ଏବଂ ନରସଂହାର ବନ୍ଦ କରୁ ଓ ମୁକ୍ତ କଶ୍ମୀର ଗଠନ ହେଉ ବୋଲି ମଧ୍ୟ ଏକ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସର୍ବଦା ଏଭଳି କଥା କହି ଆସୁଛି , ତେଣୁ ଏଥିରେ କୌଣସି ନୂତନତ୍ୱ ନାହିଁ। କିନ୍ତୁ ଆଜି କିଏ ଏବଂ କେଉଁ ପରିସ୍ଥିତିରେ ଭାରତର ମ୍ୟାଚ୍‌ ବେଳେ ଷ୍ଟାଡିୟମ ଉପରେ ଏଭଳି ବିମାନ ଉଡ଼ାଇଲା, ତାହା ଜଣାପଡ଼ିନାହିଁ।

ଆଇସିସି ଏହାକୁ ନିନ୍ଦା କରି କହିଛି, “ ପୁଣିଥରେ ରାଜନୀତିକ ବାର୍ତ୍ତା ସମ୍ବଳିତ ବ୍ୟାନର ଧରି ବିମାନ ଉଡ଼ାଣ କରିଛି। ଆମେ ୨୦୧୯ ପୁରୁଷ ବିଶ୍ୱକପ୍‌ କ୍ରିକେଟରେ କୌଣସି ପ୍ରକାରର ରାଜନୀତିକ ଅଭିସନ୍ଧିକୁ ପ୍ରୋତ୍ସାହନ ଦେଉନାହୁଁ। ତଥାପି ଏଭଳି ଘଟଣା ଘଟୁଛି। ଏହା ଆଦୌ ଗ୍ରହଣୀୟନୁହେଁ।”

ଦେଖନ୍ତୁ ଭିଡିଓ

https://twitter.com/i/status/1147460238661967872

ଏହାପୂର୍ବରୁ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମ୍ୟାଚ୍‌ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ମ୍ୟାଚ୍‌ ବେଳେ ‘ଜଷ୍ଟିସ୍‌ ଫର ବାଲୁଚିସ୍ତାନ’ ଲେଖାଯାଇଥିବା ବ୍ୟାନର ଧରି ଏକ ବିମାନ ଉଡ଼ିଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story