ବିଶ୍ୱକପ୍‌ ଖେଳିବାକୁ ଡୁପ୍ଲେସିସଙ୍କୁ ଫୋନ କରିଥିଲେ ଡିଭିଲିୟର୍ସ

ଲଣ୍ଡନ: ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଅପ୍ରତ୍ୟାଶିତ ଭାବେ ଅବସର ଘୋଷଣା କରିବା ପରେ ପୁଣିଥରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଫେରିବାକୁ ଚାହୁଁଥିଲେ। ଏ ସମ୍ପର୍କିତ ଖବର ଉପରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ଆଫ୍ରିକା ଟିମ୍‌ର ଅଧିନାୟକ ତଥା ଡିଭିଲିୟର୍ସଙ୍କ ଅନ୍ତରଙ୍ଗ ବନ୍ଧୁ ଫାପ୍‌ ଡୁପ୍ଲେସିସ। ସେ କହିଛନ୍ତି, “ବିଶ୍ୱକପ୍‌ ଟିମ୍‌ ଚୟନ ହେବା ପୂର୍ବ ରାତିରେ ଏବିଡି ମୋତେ ଫୋନ କରିଥିଲେ। ଏହି ସମୟରେ ସେ ବିଶ୍ୱକପ୍‌ ଖେଳିବାକୁ ଚାହୁଁଥିବା […]

ur

ur

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 07:20 PM IST

Sports

Latest News

ଲଣ୍ଡନ: ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଅପ୍ରତ୍ୟାଶିତ ଭାବେ ଅବସର ଘୋଷଣା କରିବା ପରେ ପୁଣିଥରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ଫେରିବାକୁ ଚାହୁଁଥିଲେ। ଏ ସମ୍ପର୍କିତ ଖବର ଉପରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ଆଫ୍ରିକା ଟିମ୍‌ର ଅଧିନାୟକ ତଥା ଡିଭିଲିୟର୍ସଙ୍କ ଅନ୍ତରଙ୍ଗ ବନ୍ଧୁ ଫାପ୍‌ ଡୁପ୍ଲେସିସ।

ସେ କହିଛନ୍ତି, “ବିଶ୍ୱକପ୍‌ ଟିମ୍‌ ଚୟନ ହେବା ପୂର୍ବ ରାତିରେ ଏବିଡି ମୋତେ ଫୋନ କରିଥିଲେ। ଏହି ସମୟରେ ସେ ବିଶ୍ୱକପ୍‌ ଖେଳିବାକୁ ଚାହୁଁଥିବା କଥା କହିଥିଲେ। ମୁଁ ତାଙ୍କୁ କହିଥିଲି, ବୋଧେ ଏପରି ନିଷ୍ପତ୍ତି ନେବାରେ ତୁମେ ବିଳମ୍ବ କରିଦେଲ। ତଥାପି ମୁଁ ଏ ସମ୍ପର୍କରେ କୋଚ୍‌ ଏବଂ ଚୟନ କମିଟି ସହ କଥା ହୋଇ ଜଣାଇବି ବୋଲି କହିଥିଲି। ତା’ ପରଦିନ ସକାଳୁ ମୁଁ ଏ ସମ୍ପର୍କରେ କୋଚ ଏବଂ ଚୟନ କମିଟି ସହ କଥା ହୋଇଥିଲି। ହେଲେ ସେମାନେ ବିଶ୍ୱକପ୍‌ ପାଇଁ ଟିମ୍‌ ଚୟନ କରିଥିବାରୁ, ଏହା ସମ୍ଭବପର ନୁହେଁ ବୋଲି କହିଥିଲେ।”

୨୦୧୮ ମେ’ ମାସରେ ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ଅବସର ନେଇଥିଲେ। ହେଲେ ସେ ଆଇପିଏଲ୍‌ ଭଳି ବିଭିନ୍ନ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ଅବ୍ୟାହତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story