ଈଶ୍ୱରନଙ୍କ ଦ୍ୱିଶତକରେ ଭାରତ-ଏ'ର ବିଶାଳ ସ୍କୋର

ବେଲାଗମ୍: ଭାରତ-ଏ ଓ ଶ୍ରୀଲଙ୍କା-ଏ ମଧ୍ୟରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଘରୋଇ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସରେ ଅଭିମନ୍ୟୁ ଈଶ୍ୱରନଙ୍କ ଦ୍ୱିଶତକ (୨୩୩ ରନ୍, ୩୨୧ ବଲ୍, ୨୨ ଚୌକା, ୩ ଛକା)) ଓ ଅନମୋଲପ୍ରୀତ ସିଂହ (୧୧୬)ଙ୍କ ଅପରାଜିତ ଶତକ ବଳରେ ଭାରତ-ଏ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୨୨ ରନ୍ କରି ପାଳି ଘୋଷଣା କରିଛି। ଜବାବରେ ଶ୍ରୀଲଙ୍କା-ଏ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିବସର ଖେଳ ଶେଷ ସୁଦ୍ଧା […]

india -a

india -a

Hemant Lenka
  • Published: Sunday, 26 May 2019
  • Updated: 26 May 2019, 05:35 PM IST

Sports

Latest News

ବେଲାଗମ୍: ଭାରତ-ଏ ଓ ଶ୍ରୀଲଙ୍କା-ଏ ମଧ୍ୟରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଘରୋଇ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସରେ ଅଭିମନ୍ୟୁ ଈଶ୍ୱରନଙ୍କ ଦ୍ୱିଶତକ (୨୩୩ ରନ୍, ୩୨୧ ବଲ୍, ୨୨ ଚୌକା, ୩ ଛକା)) ଓ ଅନମୋଲପ୍ରୀତ ସିଂହ (୧୧୬)ଙ୍କ ଅପରାଜିତ ଶତକ ବଳରେ ଭାରତ-ଏ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୨୨ ରନ୍ କରି ପାଳି ଘୋଷଣା କରିଛି। ଜବାବରେ ଶ୍ରୀଲଙ୍କା-ଏ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିବସର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ବିନିମୟରେ ୮୩ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଆଶାନ୍ ପ୍ରିୟଞ୍ଜନ ୨୨ ଓ ନିରୋଶାନ୍ ଡିକୱେଲା୍ ୨୨ ରନ୍ କରି ଅପରାଜିତ ଅଛନ୍ତି।

ରବିବାର ଭାରତ-ଏ ତା'ର ପୂର୍ବଦିନର ସ୍କୋର ୩୭୬/୧ରୁ ଖେଳ ଆରମ୍ଭ କରିଥିଲା। ଆଜି ପ୍ରଥମ ସେସନରେ ଶ୍ରୀଲଙ୍କା-ଏ'କୁ ସଫଳତା ମିଳିଥିଲା। ଭାରତ-ଏ'ର ଜୟନ୍ତ ଯାଦବ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଈଶ୍ୱରନ୍ ଦମଦାର ବ୍ୟାଟିଂ କରି ଦ୍ୱିଶତକ ମାରିଥିଲେ। ତାଙ୍କୁ ଅନମୋଲପ୍ରୀତ ଭଲ ସହଯୋଗ କରିଥିଲେ।

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନ୍ ଯୋଡ଼ିଥିଲେ। ଟିମ୍ ସ୍କୋର ୪୬୬ ଥିବା ବେଳେ ଈଶ୍ୱରନଙ୍କୁ ଅକିଲା ଦନଞ୍ଜୟ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ରିକି ଭୁଇ (୧) ନିରାଶ କରିଥିଲେ। ତେବେ ଅନମୋଲପ୍ରୀତ ଓ ସିଦ୍ଦେଶ ଲାଡ୍ ପଞ୍ଚମ ୱିକେଟ୍ ପାଇଁ ୧୫୩ ରନ୍ ଯୋଡ଼ି ଭାରତ-ଏ'କୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଅନମୋଲ ନିଜ ଶତକୀୟ ଇନିଂସରେ ୧୬୫ ବଲ୍ ଖେଳି ୧୧ ଚୌକା ମାରିଥିବା ବେଳେ ସିଦ୍ଦେଶ ୮୯ ବଲରେ ୬ ଚୌକା ଓ ୧ ଛକା ସହ ୭୬ ରନ୍ କରି ଅପରାଜିତ ଥିଲେ।

ଜବାବରେ ଶ୍ରୀଲଙ୍କା-ଏ ମାତ୍ର ୫୧ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଦୁଇ ଓପ୍ନର ସଙ୍ଗୀତ କୁରେ (୦) ଓ ପାଥୁମ୍ ନିଶାଙ୍କ (୬) ଫେଲ୍ ମାରିଥିବା ବେଳେ ସଦୀର ସମରାବିକ୍ରମା (୩୧) ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାଜାପାକସା ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ଭାରତ-ଏ ପକ୍ଷରୁ ସନ୍ଦୀପ ୱାରିୟର୍ ଓ ଶିବମ ଦୁବେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story