ସ୍ୱର୍ଣ୍ଣ ଜିତି ଅଲିମ୍ପିକ କୋଟା ହାସଲ କଲେ ଶୁଟର୍‌ ଅଭିଷେକ

ବେଜିଂ: ଏଠାରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ଜିତିଛନ୍ତି ଅଭିଷେକ ବର୍ମା। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଭଳି ସ୍ୱର୍ଣ୍ଣ ପଦକ ସହ ଅଭିଷେକ ୫ମ ଭାରତୀୟ ଭାବେ ଶୁଟିଂ ବିଭାଗରେ ଅଲିମ୍ପିକ କୋଟା ହାସଲ କରିଛନ୍ତି। ପ୍ରଥମଥର ଶୁଟିଂ ବିଶ୍ୱକପ୍‌ରେ ଭାଗ ନେଇଥିବା ଅଭିଷେକ ବର୍ମା ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଫାଇନାଲ୍‌ରେ ମୋଟ୍‌ ୨୪୨.୭ ପଏଣ୍ଟ ହାସଲ କରି ଭାରତ […]

v

v

Hemant Lenka
  • Published: Saturday, 27 April 2019
  • Updated: 27 April 2019, 03:46 PM IST

Sports

Latest News

ବେଜିଂ: ଏଠାରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ଜିତିଛନ୍ତି ଅଭିଷେକ ବର୍ମା। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଭଳି ସ୍ୱର୍ଣ୍ଣ ପଦକ ସହ ଅଭିଷେକ ୫ମ ଭାରତୀୟ ଭାବେ ଶୁଟିଂ ବିଭାଗରେ ଅଲିମ୍ପିକ କୋଟା ହାସଲ କରିଛନ୍ତି।
ପ୍ରଥମଥର ଶୁଟିଂ ବିଶ୍ୱକପ୍‌ରେ ଭାଗ ନେଇଥିବା ଅଭିଷେକ ବର୍ମା ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଫାଇନାଲ୍‌ରେ ମୋଟ୍‌ ୨୪୨.୭ ପଏଣ୍ଟ ହାସଲ କରି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

ଏହି ଇଭେଣ୍ଟରେ ରୁଷର ଆରଟେମ୍‌ ଚେରନସୋଭ ୨୪୦.୪ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିବା ବେଳେ ୨୨୦.୦ ପଏଣ୍ଟ ସହ କୋରିଆର ସେଉନଗୋ ହାନ୍‌ ବ୍ରୋଞ୍ଜ ପଦକ ପାଇଛନ୍ତି। ଫାଇନାଲ୍‌ ପର୍ଯ୍ୟାୟରେ ୮ ଜଣ ପ୍ରତିଯୋଗୀ ରହିଥିଲେ। ତେବେ ଅଭିଷେକ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ବିଜୟ ସହ ଟୋକିଓ ଅଲିମ୍ପିକ ଯିବାରୁ ଅଭିଷେକ ସିଧାସଳଖ ଟିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story