ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ

କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ ହୋଇଛି। ଆଜି ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ୩-୨ ଗୋଲରେ ପାକିସ୍ତାନକୁ ହରାଇ ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ହାସଲ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଟିମ୍‌ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କେହି ଗୋଲ୍‌ ଦେବାକୁ ସକ୍ଷମ ହୋଇ ନ ଥିଲେ। ଦ୍ୱିତୀୟାର୍ଦ୍ଧର ୧୮ ତମ ଓ ୨୩ ତମ ମିନିଟ୍‌ରେ ଭାରତ […]

indian-hockey-team

indian-hockey-team

Rakesh Mallick
  • Published: Sunday, 30 October 2016
  • Updated: 31 October 2016, 01:22 PM IST

Sports

Latest News

କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ ହୋଇଛି। ଆଜି ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ୩-୨ ଗୋଲରେ ପାକିସ୍ତାନକୁ ହରାଇ ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ହାସଲ କରିଛି।

ମ୍ୟାଚ୍‌ର ପ୍ରଥମାର୍ଦ୍ଧ ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଟିମ୍‌ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କେହି ଗୋଲ୍‌ ଦେବାକୁ ସକ୍ଷମ ହୋଇ ନ ଥିଲେ। ଦ୍ୱିତୀୟାର୍ଦ୍ଧର ୧୮ ତମ ଓ ୨୩ ତମ ମିନିଟ୍‌ରେ ଭାରତ ୨ଟି ଗୋଲ୍ ଦେଇ ୨-୦ରେ ଅଗ୍ରଣୀ ରହିଥିଲା। ଏହାପରେ ପାକିସ୍ତାନ ପଲଟା ଆକ୍ରମଣ କରିଥିଲା। ୨୬ତମ ଓ ୩୮ ତମ ମିନିଟ୍‌ରେ ପାକିସ୍ତାନ ୨ଟି ଗୋଲ ଦେଇ ସ୍ଥିତି ୨-୨କୁ ବରାବର କରି ଦେଇଥିଲା। ମ୍ୟାଚ୍‌ର ୫୩ ତମ ମିନିଟ୍‌ରେ ଭାରତ ପକ୍ଷରୁ ନିତିନ୍‌ ତୃତୀୟ ଗୋଲ୍‌ ଦେଇ ଭାରତକୁ ୩-୨ରେ ବିଜୟୀ କରାଇଥିଲେ।

ପୂର୍ବରୁ ୨୦୧୧ରେ ପ୍ରଥମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ୍ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story