ବିବାହ ବନ୍ଧନରେ ବାନ୍ଧି ହେଲେ ଆନ୍ଦ୍ରେ ରସେଲ୍

କିଙ୍ଗଷ୍ଟନ:ୱେଷ୍ଟ ଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଆଜି ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ତାଙ୍କ ବାନ୍ଧବୀ ଜେସିମ୍‌ ଲୋରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ୨୦୧୪ ନଭେମ୍ବରରେ ରସେଲ ଓ ଲୋରାଙ୍କର ନିର୍ବନ୍ଧ ହୋଇଥିଲା। ଲୋରା ଜଣେ ଲୋକପ୍ରିୟ ମଡେଲ। ‘‘ପୁଟ୍‌ ଗଡ୍‌ ଫାଷ୍ଟ ଆଣ୍ଡ ହି ୱିଲ୍ ଶୋ ୟୁ ଦି ୱେ” କ୍ୟାପ୍‌ସନ୍‌ ସେ ସୋସିଆଲ୍‌ ମିଡିଆରେ […]

rasel and lori

rasel and lori

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 06:43 PM IST

କିଙ୍ଗଷ୍ଟନ:ୱେଷ୍ଟ ଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଆଜି ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ତାଙ୍କ ବାନ୍ଧବୀ ଜେସିମ୍‌ ଲୋରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଆଜି ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ୨୦୧୪ ନଭେମ୍ବରରେ ରସେଲ ଓ ଲୋରାଙ୍କର ନିର୍ବନ୍ଧ ହୋଇଥିଲା। ଲୋରା ଜଣେ ଲୋକପ୍ରିୟ ମଡେଲ।

‘‘ପୁଟ୍‌ ଗଡ୍‌ ଫାଷ୍ଟ ଆଣ୍ଡ ହି ୱିଲ୍ ଶୋ ୟୁ ଦି ୱେ” କ୍ୟାପ୍‌ସନ୍‌ ସେ ସୋସିଆଲ୍‌ ମିଡିଆରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ରସେଲ ବ୍ଲାକ୍‌ କୋଟ୍‌,ପ୍ୟାଣ୍ଟ ସହ ହ୍ୱାଇଟ୍‌ ସାର୍ଟ ଉପରେ ବ୍ଲାକ୍‌ ଟାଇ ପିନ୍ଧିଥିବା ବେଳେ ଲୋରା ହ୍ୱାଇଟ୍‌ର ଏକ ସୁନ୍ଦର ଗାଉନ ପିନ୍ଧିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos