ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ରାଫେଲ ବିଦା

ଲଣ୍ଡନ: ଏଟିପି ଫାଇନାଲ୍ସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ଏକ ନମ୍ବର ଟେନିସ୍‌ ଖେଳାଳି ରାଫେଲ ନାଡାଲ ଆଜି ପ୍ରଥମ ମ୍ୟାଚ୍‌ରେ ଏଟିପି ଫାଇନାଲ୍ସର ଡିଫେଣ୍ଡିଂ ଚାମ୍ପିୟନ ଆଲେକ୍ସଜାଣ୍ଡର ଜେଭରେଭଙ୍କଠାରୁ ପରାସ୍ତ ହୋଇଛନ୍ତି। କେବେ ହେଲେ ଏଟିପି ଫାଇନାଲ୍ସ ଜିତି ନଥିବା ନାଡାଲ ବହୁତ ଆଶା ନେଇ ଏବଂ ଆହତରୁ ସୁସ୍ଥ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିଥିଲେ। ହେଲେ ସେ ଜେଭରେଙ୍କ ଠାରୁ ସିଧାସଳଖ ୬-୨ ଓ ୬-୪ ସେଟ୍‌ରେ ପରାସ୍ତ ହୋଇଛନ୍ତି। ଆହତ […]

w

w

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 04:26 PM IST

Sports

Latest News

ଲଣ୍ଡନ: ଏଟିପି ଫାଇନାଲ୍ସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ଏକ ନମ୍ବର ଟେନିସ୍‌ ଖେଳାଳି ରାଫେଲ ନାଡାଲ ଆଜି ପ୍ରଥମ ମ୍ୟାଚ୍‌ରେ ଏଟିପି ଫାଇନାଲ୍ସର ଡିଫେଣ୍ଡିଂ ଚାମ୍ପିୟନ ଆଲେକ୍ସଜାଣ୍ଡର ଜେଭରେଭଙ୍କଠାରୁ ପରାସ୍ତ ହୋଇଛନ୍ତି।

କେବେ ହେଲେ ଏଟିପି ଫାଇନାଲ୍ସ ଜିତି ନଥିବା ନାଡାଲ ବହୁତ ଆଶା ନେଇ ଏବଂ ଆହତରୁ ସୁସ୍ଥ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିଥିଲେ। ହେଲେ ସେ ଜେଭରେଙ୍କ ଠାରୁ ସିଧାସଳଖ ୬-୨ ଓ ୬-୪ ସେଟ୍‌ରେ ପରାସ୍ତ ହୋଇଛନ୍ତି।

ଆହତ ଯୋଗୁ ସେ ପରାସ୍ତ ହୋଇଥିବା ଚର୍ଚ୍ଚା ହେଉଥିଲେ ହେଁ ନାଡାଲ ଏଥିରେ ଏକମତ ହୋଇନାହାନ୍ତି। ସେ କହିଛନ୍ତି, “ମୁଁ ଫିଟ୍‌ ନଥିଲି ବୋଲି କହି ପରାଜୟ ଲଜ୍ଜାର ଖସିଯିବା ଠିକ୍‌ ନୁହେଁ। ମୁଁ ଭଲ ଖେଳି ପାରିଲି ନାହିଁ, ତେଣୁ ପରାସ୍ତ ହେଲି ବୋଲି କହିବା ଠିକ୍‌।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story