‘କର ବା ମର’ ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ ପାକିସ୍ତାନ

ଲଣ୍ଡନ୍‌: ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଆଫଗାନିସ୍ତାନ ଅଧିନାୟକ ଗୁଲବଦ୍ଦିନ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ହେଲେ ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନକୁ ଆଜିର ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ପଡ଼ିବ। ଯଦି ହାରେ, ତା’ହେଲେ ପାକିସ୍ତାନର ବିଶ୍ୱକପ୍‌ ଅଭିଯାନ ଏହିଠାରେ ହିଁ ଶେଷ ହୋଇଯିବ। ଅନ୍ୟପକ୍ଷରେ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଖେଳିଥିବା […]

w

w

Hemant Lenka
  • Published: Saturday, 29 June 2019
  • Updated: 29 June 2019, 02:49 PM IST

Sports

Latest News

ଲଣ୍ଡନ୍‌: ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଆଫଗାନିସ୍ତାନ ଅଧିନାୟକ ଗୁଲବଦ୍ଦିନ ନବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ହେଲେ ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନକୁ ଆଜିର ମ୍ୟାଚ୍‌ ନିଶ୍ଚିତ ଜିତିବାକୁ ପଡ଼ିବ। ଯଦି ହାରେ, ତା’ହେଲେ ପାକିସ୍ତାନର ବିଶ୍ୱକପ୍‌ ଅଭିଯାନ ଏହିଠାରେ ହିଁ ଶେଷ ହୋଇଯିବ।

ଅନ୍ୟପକ୍ଷରେ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଖେଳିଥିବା ସମସ୍ତ ୭ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ତେଣୁ ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରତିପକ୍ଷ ପାକିସ୍ତାନକୁ ପରାସ୍ତ କରିଥିଲା। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଫଗାନିସ୍ତାନ ଦଉଲତ ଜର୍ଦାନ ବଦଳରେ ହମିଦ ହାସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story