୨ଟି ବଲ୍‌ ପୂର୍ବରୁ ଜିମ୍ବାୱେକୁ ହରାଇଲା ବାଂଲାଦେଶ

ଢାକା: ତ୍ରିପାକ୍ଷିକ ସିରିଜ୍‌ର ପ୍ରଥମ ମୁକାବିଲାରେ ଘରୋଇ ବାଂଲାଦେଶ ରୋମାଞ୍ଚକର ଢଙ୍ଗରେ ଭ୍ରମଣକାରୀ ଜିମ୍ବାୱେକୁ ମାତ୍ର ୨ଟି ବଲ୍‌ ପୂର୍ବରୁ ୩ ୱିକେଟ୍‌ରେ ପରାସ୍ତ କରିଛି। ୧୯ ବର୍ଷୀୟ ଅଫିଫ ହୁସେନ ମାତ୍ର ୨୬ଟି ବଲ୍‌ରେ ୫୨ ରନର ଇନିଂସ୍ ଖେଳି ବାଂଲାଦେଶକୁ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ଷା ଯୋଗୁ ପ୍ରାୟ ୧.୩୦ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ୧୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଜିମ୍ବାୱେ ୫ ୱିକେଟ୍‌ ହରାଇ […]

edf

edf

Hemant Lenka
  • Published: Saturday, 14 September 2019
  • Updated: 14 September 2019, 06:12 PM IST

Sports

Latest News

ଢାକା: ତ୍ରିପାକ୍ଷିକ ସିରିଜ୍‌ର ପ୍ରଥମ ମୁକାବିଲାରେ ଘରୋଇ ବାଂଲାଦେଶ ରୋମାଞ୍ଚକର ଢଙ୍ଗରେ ଭ୍ରମଣକାରୀ ଜିମ୍ବାୱେକୁ ମାତ୍ର ୨ଟି ବଲ୍‌ ପୂର୍ବରୁ ୩ ୱିକେଟ୍‌ରେ ପରାସ୍ତ କରିଛି।

୧୯ ବର୍ଷୀୟ ଅଫିଫ ହୁସେନ ମାତ୍ର ୨୬ଟି ବଲ୍‌ରେ ୫୨ ରନର ଇନିଂସ୍ ଖେଳି ବାଂଲାଦେଶକୁ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବର୍ଷା ଯୋଗୁ ପ୍ରାୟ ୧.୩୦ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ୧୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଜିମ୍ବାୱେ ୫ ୱିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। ୧୪୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ଏକଦା ୬ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ଏହାପରେ ହୁସେନ କାଉଣ୍ଟର ଆଟାକ କରିଥିଲେ। ତାଙ୍କୁ ମୋସକାଡେକ ହୁସେନ ଭରପୂର ସହଯୋଗ କରିଥିଲେ।

ଉଭୟ ୪୨ଟି ବଲରେ ୮୨ ରନ୍‌ର ଭାଗିଦାରୀ କରି ବାଂଲାଦେଶ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ୨୪ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିବା ଅଫିଫ ୮ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଥିଲେ।

ମୋସକାଡେକ ଶେଷ ଯାଏ ୨୪ ବଲରେ ୩୦ ରନ୍ କରି ଅପରାଜିତ ରହିବା ସହ ଦୁଇଟି ବଲ୍ ପୂର୍ବରୁ ବାଂଲାଦେଶକୁ ବିଜୟୀ କରାଇଥିଲେ।
ଜମ୍ବାୱେ ତା’ର ପରବର୍ତ୍ତୀ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story