ଇତିହାସ ସୃଷ୍ଟି କଲା ସୁନ୍ଦରଗଡ଼, ଦିବ୍ୟାଙ୍ଗ ମହିଳା କ୍ରିକେଟ ଟିମ୍‌ରେ ଓଡ଼ିଶାର ୩

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଳା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ଏହି ଜିଲ୍ଳା। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଉଛନ୍ତି ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା […]

cb

cb

Hemant Lenka
  • Published: Saturday, 07 December 2019
  • Updated: 07 December 2019, 09:57 PM IST

Sports

Latest News

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଳା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ଏହି ଜିଲ୍ଳା। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଉଛନ୍ତି ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା ରେଡ୍ଡି, ଯମୁନା ମହାନ୍ତ।

ଟି.ଧନଲକ୍ଷ୍ମୀଙ୍କୁ ଟିମର ସଂଯୋଜକ ଦାୟିତ୍ୱ ମିଳିଛି। ତେବେ ପୂଜାଙ୍କୁ ବ୍ୟାଟସମ୍ୟାନ୍ ଓ ଯମୁନା ମହାନ୍ତଙ୍କୁ ଟିମର ୱିକେଟ କିପର ଭାବେ ଚୟନ କରାଯାଇଛି। ଆସନ୍ତାବର୍ଷ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଥର ପାଇଁ ମହିଳା ଦିବ୍ୟାଙ୍ଗ ବିଶ୍ୱକପ ହେବାକୁ ଯାଉଛି। ଯେଉଁଥିରେ ରାଉରକେଲାର ଏହି ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ।

ଜାତୀୟ ଦିବ୍ୟାଙ୍ଗ ମହିଳା ଟିମ୍‌ରେ ସ୍ଥାନ ପାଇବା ପରେ ପ୍ରତିଦିନ ସକାଳ ହେବା କ୍ଷଣି ପଡ଼ିଆରେ ଆରମ୍ଭ ହୋଇଯାଏ ୱାର୍ମ ଅପ୍, ଯୋଗ ଓ ପ୍ରାଣାୟାମ। ଆଉ ତାପରେ ମୁଣ୍ଡରେ ହେଲମେଟ୍, ହାତରେ ବ୍ୟାଟ୍ ଧରି ଏହି ଦିବ୍ୟାଙ୍ଗ ମହିଳାମାନେ କ୍ରିକେଟ ପ୍ରାକଟିସରେ ଲାଗିପଡ଼ନ୍ତି। ସାଧାରଣ ଖେଳାଳିଙ୍କ ଭଳି ଏମାନେ ବି ବ୍ୟାଟ୍ ଚଲାଇପାରନ୍ତି ଓ ୱିକେଟ କିପିଂ ମଧ୍ୟ କରିପାରୁଛନ୍ତି।

ଚଳିତ ବର୍ଷ ନଭେମ୍ବର ୧୫ରୁ ୩୦ ତାରିଖ ଯାଏ ଗୁଜୁରାଟର ବଦୋଦରା ଠାରେ ଆୟୋଜିତ ହୋଇଥିଲା ୱାଲର୍ଡସ୍ ଫାଷ୍ଟ ଫିଜିକାଲି ଚ୍ୟାଲେଞ୍ଜଡ ୱିମେନ୍ କ୍ରିକେଟ ଟିମର ସିଲେକ୍ସନ କ୍ୟାମ୍ପ। ଏହି କ୍ୟାମ୍ପରେ ସମଗ୍ର ଦେଶରୁ ପ୍ରାୟ ୬୦ ଜଣ ଦିବ୍ୟାଙ୍ଗ ମହିଳା କ୍ରିକେଟର ସାମିଲ ହୋଇଥିଲେ।

ଏମାନଙ୍କୁ ମଧ୍ୟରୁ ୧୬ଜଣଙ୍କୁ ଚୟନ କରାଯାଇଥିଲା। ତେବେ ଗୌରବର କଥା ଏହି ୧୬ଜଣଙ୍କ ମଧ୍ୟରେ ଆମ ରାଜ୍ୟରୁ ୩ ଜଣ ସ୍ଥାନ ପାଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ଖେଳାଳି ହୋଇଥିବା ବେଳେ ଆଉ ଜଣେ ସଂଯୋଜକ ଭାବେ ଟିମ୍‌ରେ ରହିବେ। ସୂଚନାଯୋଗ୍ୟ,  ଦେଶରେ ପ୍ରଥମଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ ଗଠନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story