ବଲ ଟ୍ୟାମ୍ପରିଂ ପାଇଁ ଦଣ୍ଡିତ ହେଲେ ଏହି ପାକ୍ ଖେଳାଳି

ଇସଲାମାବାଦ: ପୁଣି କ୍ରିକେଟକୁ ଫେରିଛି ବଲ ବିକୃତ କଳଙ୍କ। ମ୍ୟାଚ୍‌ ବେଳେ ବଲ ଟ୍ୟାମ୍ପରିଂ କରିଥିବା ଜଣାପଡ଼ିବା ପରେ ପାକିସ୍ତାନ କ୍ରିକେଟର ଅହମ୍ମଦ ଶେହେଜାଦ୍‌ ଦଣ୍ଡିତ ହୋଇଛନ୍ତି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଶେହେଜାଦ୍‌ ବଲ ଟ୍ୟାମ୍ପରିଂ କରିଥିବାରୁ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କର ମ୍ୟାଚ୍‌ ଫି’ର ୫୦% କାଟ୍‌ କରିଛି। ପିସିବି ମିଡିଆ ରିଲିଜ ଅନୁଯାୟୀ, କ୍ୱାଇଦ-ଇ-ଆଜମ ଟ୍ରଫି ବେଳେ ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧ ମଧ୍ୟରେ ମ୍ୟାଚ୍‌ ହେଉଥିଲା। ଏହି ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ପକ୍ଷରୁ […]

sa

sa

Hemant Lenka
  • Published: Saturday, 02 November 2019
  • Updated: 02 November 2019, 04:56 PM IST

Sports

Latest News

ଇସଲାମାବାଦ: ପୁଣି କ୍ରିକେଟକୁ ଫେରିଛି ବଲ ବିକୃତ କଳଙ୍କ। ମ୍ୟାଚ୍‌ ବେଳେ ବଲ ଟ୍ୟାମ୍ପରିଂ କରିଥିବା ଜଣାପଡ଼ିବା ପରେ ପାକିସ୍ତାନ କ୍ରିକେଟର ଅହମ୍ମଦ ଶେହେଜାଦ୍‌ ଦଣ୍ଡିତ ହୋଇଛନ୍ତି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଶେହେଜାଦ୍‌ ବଲ ଟ୍ୟାମ୍ପରିଂ କରିଥିବାରୁ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କର ମ୍ୟାଚ୍‌ ଫି’ର ୫୦% କାଟ୍‌ କରିଛି। ପିସିବି ମିଡିଆ ରିଲିଜ ଅନୁଯାୟୀ, କ୍ୱାଇଦ-ଇ-ଆଜମ ଟ୍ରଫି ବେଳେ ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧ ମଧ୍ୟରେ ମ୍ୟାଚ୍‌ ହେଉଥିଲା।

ଏହି ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ପକ୍ଷରୁ ବଲର କିଛି ଅଂଶକୁ ବିକୃତ କରାଯାଇଥିବା ଜଣାପଡ଼ିଥିଲା। ସିନ୍ଧର ୧୭ତମ ଓଭରରେ ହଠାତ୍‌ ଅମ୍ପାୟାର ବଲ୍‌ର ତଦାରଖ କରିଥିଲେ। ଏହି ସମୟରେ ବଲର ଆକାର ବଦଳି ଯାଇଥିବା ଜଣାପଡ଼ିଥିଲା। ଏନେଇ ଅମ୍ପାୟାର ଦ୍ୱୟ ମ୍ୟାଚ୍‌ ରେଫରୀଙ୍କୁ ଅବଗତ କରାଇଥିଲେ।

ଘଟଣାର ତଦନ୍ତ ହୋଇଥିଲେ ହେଁ କେଉଁ ଖେଳାଳି ଏହାକୁ ବିକୃତ କରିଛନ୍ତି, ସେକଥା ଜଣା ପଡ଼ି ନଥିଲା। କିନ୍ତୁ ସେଣ୍ଟ୍ରାଲ ପଞ୍ଜାବର ଅଧିନାୟକ ହିସାବରେ ପିସିବି ଆଗରେ ଶେହେଜାଦ୍ ଜବାବ ରଖିଥିଲେ। ହେଲେ ଏଥିରେ ପିସିବି ସନ୍ତୁଷ୍ଟ ହୋଇନାହିଁ। ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି।”

ଅନ୍ୟପକ୍ଷରେ ଶେହେଜାଦ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଗତବର୍ଷ ଜୁଲାଇ ମାସରେ ଆଣ୍ଟି ଡୋପିଂ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ପିସିବି ତାଙ୍କୁ ୪ ମାସ ବ୍ୟାନ୍‌ କରିଥିଲା। ପାକିସ୍ତାନ ପକ୍ଷରୁ ଶେହେଜାଦ ୧୮ ଟେଷ୍ଟ, ୮୧ ଦିନିକିଆ ଓ ୫୯ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story