ଇଂଲଣ୍ଡ ସିରିଜରୁ ମାର୍କମ ଆଉଟ

ଜୋହାନ୍ସବର୍ଗ: ହାତର ଗୋଟିଏ ଅଙ୍ଗୁଳି ଭାଙ୍ଗିଯିବାରୁ ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟସମ୍ୟାନ ଆଡେନ ମାର୍କମ ଇଂଲଣ୍ଡ ବିପକ୍ଷ ୪ଟିକିଆ ଟେଷ୍ଟ ସିରଜରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସୁପର ସ୍ପୋର୍ଟ ପାର୍କରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲିଛି। ମ୍ୟାଚର ଦ୍ୱିତୀୟ ଦିନରେ ଆଡେନ ମାର୍କମ ଆହତ ହୋଇଥିଲେ। ଏହି ଆହତ ଗୁରୁତର ଥିବାରୁ ତାଙ୍କର ଅସ୍ତ୍ରୋପଚାର ହେବ। ତେଣୁ ସେ ଅବଶିଷ୍ଟ ଟେଷ୍ଟ ମ୍ୟାଚ୍ ଗୁଡ଼ିକରୁ ବାଦ ପଡ଼ିଛନ୍ତି। ତାଙ୍କ ବାମ ହାତର […]

cv

cv

Hemant Lenka
  • Published: Saturday, 28 December 2019
  • Updated: 28 December 2019, 07:16 PM IST

ଜୋହାନ୍ସବର୍ଗ: ହାତର ଗୋଟିଏ ଅଙ୍ଗୁଳି ଭାଙ୍ଗିଯିବାରୁ ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟସମ୍ୟାନ ଆଡେନ ମାର୍କମ ଇଂଲଣ୍ଡ ବିପକ୍ଷ ୪ଟିକିଆ ଟେଷ୍ଟ ସିରଜରୁ ବାଦ ପଡ଼ିଛନ୍ତି।

ବର୍ତ୍ତମାନ ସୁପର ସ୍ପୋର୍ଟ ପାର୍କରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲିଛି। ମ୍ୟାଚର ଦ୍ୱିତୀୟ ଦିନରେ ଆଡେନ ମାର୍କମ ଆହତ ହୋଇଥିଲେ। ଏହି ଆହତ ଗୁରୁତର ଥିବାରୁ ତାଙ୍କର ଅସ୍ତ୍ରୋପଚାର ହେବ।

ତେଣୁ ସେ ଅବଶିଷ୍ଟ ଟେଷ୍ଟ ମ୍ୟାଚ୍ ଗୁଡ଼ିକରୁ ବାଦ ପଡ଼ିଛନ୍ତି। ତାଙ୍କ ବାମ ହାତର ଗୋଟିଏ ଅଙ୍ଗୁଳି ଭାଙ୍ଗି ଯାଇଛି ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମାର୍କମ ପ୍ରଥମ ଇନିଂସରେ ୨୦ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story