ଏଆଇଏଫ୍‌ଏଫ୍‌ ନିର୍ବାଚନକୁ ସବୁଜ ସଙ୍କେତ ଦେଲେ ଦିଲ୍ଲୀ ହାଇକୋର୍ଟ

କୋଲକାତା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫ୍‌ଏଫ୍‌) ନିର୍ବାଚନ କରାଯିବା ନେଇ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ନିର୍ଦ୍ଧାରିତ ଦିନ ଆସନ୍ତାକାଲି ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏଆଇଏଫ୍‌ଏଫ୍‌ ଏକାଧିକ ସ୍ପୋର୍ଟ୍ସ କୋଡ ଉଲ୍ଲଂଘନ କରିଥିବା ଦର୍ଶାଇ ରାହୁଲ ମେହେରା ନାମକ ଜଣେ ବ୍ୟକ୍ତି କୋର୍ଟରେ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଇବାକୁ ଆବେଦନ କରିଥିଲେ।

aiff

aiff

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 06:57 PM IST

କୋଲକାତା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ (ଏଆଇଏଫ୍‌ଏଫ୍‌) ନିର୍ବାଚନ କରାଯିବା ନେଇ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ନିର୍ଦ୍ଧାରିତ ଦିନ ଆସନ୍ତାକାଲି ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ଏଆଇଏଫ୍‌ଏଫ୍‌ ଏକାଧିକ ସ୍ପୋର୍ଟ୍ସ କୋଡ ଉଲ୍ଲଂଘନ କରିଥିବା ଦର୍ଶାଇ ରାହୁଲ ମେହେରା ନାମକ ଜଣେ ବ୍ୟକ୍ତି କୋର୍ଟରେ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଇବାକୁ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos