ବ୍ରୋଞ୍ଜ ଜିତି ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କଲେ ଐଶ୍ୱର୍ଯ୍ୟ

ଦୋହା: ଭାରତର ୧୩ତମ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର। ଦୋହାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ର ୫୦ ମିଟର ରାଇଫଲ ୩ ପୋଜିସନ୍‌ ମ୍ୟାଚ୍‌ରେ ସେ ଭାରତ ପାଇଁ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଟୋକିଓ ଟିକେଟ ମିଳିଛି। ଫାଇନାରେ ତୋମାର ମୋଟ ୪୪୯.୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ କୋରିଆର କିମ୍‌ ଜୋଘୟନ(୪୫୯.୯) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ […]

c

c

Hemant Lenka
  • Published: Sunday, 10 November 2019
  • Updated: 10 November 2019, 05:55 PM IST

Sports

Latest News

ଦୋହା: ଭାରତର ୧୩ତମ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର। ଦୋହାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ର ୫୦ ମିଟର ରାଇଫଲ ୩ ପୋଜିସନ୍‌ ମ୍ୟାଚ୍‌ରେ ସେ ଭାରତ ପାଇଁ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଟୋକିଓ ଟିକେଟ ମିଳିଛି।

ଫାଇନାରେ ତୋମାର ମୋଟ ୪୪୯.୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ କୋରିଆର କିମ୍‌ ଜୋଘୟନ(୪୫୯.୯) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚାଇନାର ଝୋଙ୍ଗାଓ ଝାଓ(୪୫୯.୧ ପଏଣ୍ଟ) ରୌପ୍ୟ ପଦକ ଜିତିଛନ୍ତି। ଏହି ୫୦ ମିଟର ରାଇଫଲ ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦୁଇ ଭାରତୀୟ ଶୁଟର ଚେନ ସିଂହ ୧୭ ଓ ପାରୁଲ କୁମାର ୨୦ତମ ସ୍ଥାନରେ ରହିଥିଲେ।

୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୧୧ ଜଣ ଶୁଟର ଯୋଗ୍ୟତା ଅର୍ଜନ କରିଥିବା ବେଳେ ୨୦୧୬ ରିଓରେ ୧୨ ଜଣ ଶୁଟର ଭାଗ ନେଇଥିଲେ। ତେବେ ୨୦୨୦ ଟୋକୋଓ ଅଲିମ୍ପିକ୍ସରେ ଏହି ସଂଖ୍ୟା ୧୩ରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story