ମୁମ୍ବାଇ ଚୟନ କମିଟି ସଦସ୍ୟଙ୍କ ସାମୂହିକ ଇସ୍ତଫା

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ଓ ଚୟନ କମିଟି ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଜୁରୀ ବୈଠକ କରିବାକୁ ଉଦ୍ୟମ କରୁଥିବା ବେଳେ ମୁମ୍ବାଇ ଚୟନ କମିଟିରେ ଥିବା ସମସ୍ତ ୪ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ମଧ୍ୟ ରହିଛନ୍ତି। ଅଗରକରଙ୍କ ବ୍ୟତୀତ ନିଲେଶ କୁଲକର୍ଣ୍ଣି, ସୁନୀଲ ମୋରେ ଓ ରବି ଠାକ୍କରେ ରହିଛନ୍ତି। ଏମାନେ […]

aji

aji

Hemant Lenka
  • Published: Saturday, 16 March 2019
  • Updated: 16 March 2019, 05:37 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ଓ ଚୟନ କମିଟି ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଜୁରୀ ବୈଠକ କରିବାକୁ ଉଦ୍ୟମ କରୁଥିବା ବେଳେ ମୁମ୍ବାଇ ଚୟନ କମିଟିରେ ଥିବା ସମସ୍ତ ୪ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି।

ଏମାନଙ୍କ ମଧ୍ୟରେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ମଧ୍ୟ ରହିଛନ୍ତି। ଅଗରକରଙ୍କ ବ୍ୟତୀତ ନିଲେଶ କୁଲକର୍ଣ୍ଣି, ସୁନୀଲ ମୋରେ ଓ ରବି ଠାକ୍କରେ ରହିଛନ୍ତି। ଏମାନେ ସମସ୍ତେ ଇ-ମେଲ ଯୋଗେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏସ୍‌ ନାଏକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ପଛର କାରଣ ସମ୍ପର୍କରେ ସଦସ୍ୟମାନେ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story