ଆମୀରଙ୍କ ଅବସରକୁ ନେଇ ଏମିତି ଖପ୍ପା ହେଲେ ଅଖତର

ଇସ୍‌ଲାମାବାଦ: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ଅପ୍ରତ୍ୟାଶିତ ଢଙ୍ଗରେ ଅବସର ଘୋଷଣା କରିଛନ୍ତି। ସେ କେବଳ ଦିନିକିଆ ଓ ଟି-୨୦ ଖେଳିବେ ବୋଲି ଘୋଷଣା କରିଛନ୍ତି। ତେବେ ଆମୀରଙ୍କ ଏଭଳି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା ନିଷ୍ପତ୍ତିକୁ ପୂର୍ବତନ ପାକ୍‌ କ୍ରିକେଟର ସୋଏବ ଅଖତର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେଉଁ ବୟସରେ ଖେଳାଳିମାନେ ଟେଷ୍ଟ କ୍ରିକେଟ ଖେଳିବା କଥା, ସେହି ବୟସରେ ଆମୀର ଟେଷ୍ଟ କ୍ରିକେଟରୁ ଅବସର ନେବା, ନିଶ୍ଚତ […]

rt

rt

Hemant Lenka
  • Published: Saturday, 27 July 2019
  • Updated: 27 July 2019, 07:15 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ଅପ୍ରତ୍ୟାଶିତ ଢଙ୍ଗରେ ଅବସର ଘୋଷଣା କରିଛନ୍ତି। ସେ କେବଳ ଦିନିକିଆ ଓ ଟି-୨୦ ଖେଳିବେ ବୋଲି ଘୋଷଣା କରିଛନ୍ତି। ତେବେ ଆମୀରଙ୍କ ଏଭଳି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା ନିଷ୍ପତ୍ତିକୁ ପୂର୍ବତନ ପାକ୍‌ କ୍ରିକେଟର ସୋଏବ ଅଖତର ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ଯେଉଁ ବୟସରେ ଖେଳାଳିମାନେ ଟେଷ୍ଟ କ୍ରିକେଟ ଖେଳିବା କଥା, ସେହି ବୟସରେ ଆମୀର ଟେଷ୍ଟ କ୍ରିକେଟରୁ ଅବସର ନେବା, ନିଶ୍ଚତ ଭାବେ ଏକ ନିନ୍ଦନୀୟ ଘଟଣା।

ସ୍ପଷ୍ଟ ଫିକ୍ସିଂରୁ ଫେରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଆମୀରଙ୍କୁ ସମ୍ଭାଳିଥିଲା। ତେଣୁ ଆମୀର ଏବେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହାର ଋଣ ଶୁଝିବା ଦରକାର। ପାକିସ୍ତାନ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରୁ ନାହିଁ। ଏଭଳି ସ୍ଥିତିରେ ପାକିସ୍ତାନ ଟିମ୍‌କୁ ଆମୀରଙ୍କ ଭଳି ଖେଳାଳି ଦରକାର।

ହେଲେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଅବସର ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ମୁଁ କ୍ରିକେଟ ବୋର୍ଡରେ ଥାଆନ୍ତି, ତା’ହେଲେ ଏଭଳି ଖେଳାଳିଙ୍କୁ ଟି-୨୦ କିମ୍ବା ଦିନିକିଆରେ ଖେଳିବାକୁ ଆଦୌ ସୁଯୋଗ ଦେଇ ନଥାଆନ୍ତି। ଆମୀରଙ୍କୁ ମାତ୍ର ୨୭ ବର୍ଷ। ସେ ଏବେଠାରୁ ଟେଷ୍ଟରୁ ଅବସର ନେବା ଠିକ୍‌ ନୁହେଁ। ବୋର୍ଡ ଏ ବିଷୟରେ ଥରେ ସମୀକ୍ଷା କରିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story