କ୍ରିକେଟ୍‌କୁ ବାଏବାଏ କହିଲେ ଆଲବି ମୋର୍କେଲ

ଜୋହାନ୍ସବର୍ଗ: ଦୀର୍ଘ ୨୦ ବର୍ଷର କ୍ରିକେଟ କ୍ୟାରିୟରକୁ ବାଏବାଏ କହିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟରାନ୍‌ ଅଲରାଉଣ୍ଡର ଆଲବି ମୋର୍କେଲ। ଖରାପ ଫର୍ମ ଯୋଗୁ ଦୀର୍ଘ ବର୍ଷ ହେଲାଣି ଜାତୀୟ ଟିମ୍‌ରୁ ବାଦ୍‌ ପଡ଼ୁଥିବା ମୋର୍କେଲ ବୁଧବାର ନିଜର ଅବସର ସମ୍ପର୍କରେ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିବା ଘୋଷଣା କରିଛନ୍ତି। ମୋର୍କେଲ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୮ଟି ଦିନିକିଆ, ୫୦ଟି -୨୦ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। […]

a

a

Hemant Lenka
  • Published: Thursday, 10 January 2019
  • Updated: 10 January 2019, 07:42 AM IST

Sports

Latest News

ଜୋହାନ୍ସବର୍ଗ: ଦୀର୍ଘ ୨୦ ବର୍ଷର କ୍ରିକେଟ କ୍ୟାରିୟରକୁ ବାଏବାଏ କହିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟରାନ୍‌ ଅଲରାଉଣ୍ଡର ଆଲବି ମୋର୍କେଲ। ଖରାପ ଫର୍ମ ଯୋଗୁ ଦୀର୍ଘ ବର୍ଷ ହେଲାଣି ଜାତୀୟ ଟିମ୍‌ରୁ ବାଦ୍‌ ପଡ଼ୁଥିବା ମୋର୍କେଲ ବୁଧବାର ନିଜର ଅବସର ସମ୍ପର୍କରେ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିବା ଘୋଷଣା କରିଛନ୍ତି।

ମୋର୍କେଲ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୮ଟି ଦିନିକିଆ, ୫୦ଟି -୨୦ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ଦିନିକିଆ ଅପେକ୍ଷା ଟି-୨୦ରେ ନିଜର ଦବଦବା ଅଧିକ ପ୍ରଦର୍ଶନ କରିଛନ୍ତି। ସେ ସମୁଦାୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୪୧୨ ରନ୍‌ କରିଥିବା ବେଳେ ୭୭ଟି ୱିକେଟ୍‌ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

୨୦୧୧ ଆଇପିଏଲ୍‌ରେ ତାଙ୍କ ପ୍ରଦର୍ଶନ ଯୋଗୁ ଚେନ୍ନାଇ ସୁପରକିଙ୍ଗସ୍‌ ଚାମ୍ପିୟନ ହୋଇଥିଲା। ସେହିପରି ଏହି ୩୭ ବର୍ଷୀୟ ଅଲରାଉଣ୍ଡରଙ୍କ ପାଇଁ ଦକ୍ଷିଣ ଆଫ୍ରିକାର ଘରୋଇ ଟିମ୍‌ ଟାଇଟନ୍‌ ଲଗାତର ୩ଥର ଟି-୨୦ ଲିଗ୍‌ ଜିତିଥିଲା।

ଦକ୍ଷିଣ ଆଫ୍ରିକା ଓ ଟାଇଟନସ୍‌ ବ୍ୟତୀତ ମୋର୍କେଲ ଚେନ୍ନାଇ ସୁପର କିଙ୍ଗସ୍‌, ଦିଲ୍ଲୀ ଡେୟାର ଡେଭିଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଇଜିଂ ପୁନେ ସୁପର ଜିଆଣ୍ଟସ୍‌ ଓ ଅନ୍ୟ କିଛି ଟିମ୍‌ ପାଇଁ ମଧ୍ୟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story