ଅଲିମ୍ପିକ୍‌ରେ ମ୍ୟାଚ୍‌ ବିଜୟ ସହଜ ନୁହେଁ: ଶ୍ରୀଜେସ୍‌

ବେଙ୍ଗାଲୁରୁ: “ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ମ୍ୟାଚ୍‌ ଜିତିବା ଏତେ ସହଜ ନୁହେଁ। ଏଥିରେ ଭାଗ ନେଇଥିବା ୧୨ଟି ଦେଶ କେହି କାହାକୁ କମ୍ ନୁହଁନ୍ତି। ସବୁ ଦେଶ କ୍ୱାର୍ଟର ଫାଇନାଲ ଯିବାକୁ ଯୋଗ୍ୟ।” ସୋମବାର ଏହା କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ନବ ନିଯୁକ୍ତ ଅଧିନାୟକ ପିଆର ଶ୍ରୀଜେସ। ସ୍ପେନ୍‌ ବାଟ ଦେଇ ରିଓ ଅଭିମୁଖେ ଯିବା ପୂର୍ବରୁ ସେ କହିଛନ୍ତି,“ଏହା ହେଉଛି ଅଲିମ୍ପିକ୍‌,ଏଠାରେ କିଛି ବି ହୋଇପାରେ। […]

sreejesh-india-goalie

sreejesh-india-goalie

Rakesh Mallick
  • Published: Monday, 25 July 2016
  • Updated: 25 July 2016, 05:34 PM IST

Sports

Latest News

ବେଙ୍ଗାଲୁରୁ: “ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ମ୍ୟାଚ୍‌ ଜିତିବା ଏତେ ସହଜ ନୁହେଁ। ଏଥିରେ ଭାଗ ନେଇଥିବା ୧୨ଟି ଦେଶ କେହି କାହାକୁ କମ୍ ନୁହଁନ୍ତି। ସବୁ ଦେଶ କ୍ୱାର୍ଟର ଫାଇନାଲ ଯିବାକୁ ଯୋଗ୍ୟ।”

ସୋମବାର ଏହା କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ନବ ନିଯୁକ୍ତ ଅଧିନାୟକ ପିଆର ଶ୍ରୀଜେସ।

ସ୍ପେନ୍‌ ବାଟ ଦେଇ ରିଓ ଅଭିମୁଖେ ଯିବା ପୂର୍ବରୁ ସେ କହିଛନ୍ତି,“ଏହା ହେଉଛି ଅଲିମ୍ପିକ୍‌,ଏଠାରେ କିଛି ବି ହୋଇପାରେ। ପ୍ରତ୍ୟେକ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଗ୍ରୁପରେ ୬ଟି ଟିମ୍‌ ରହିଥିବା ବେଳେ ୪ ଜଣ କ୍ୱାର୍ଟର ଫାଇନାଲକୁ ଯିବେ। ଏଥିପାଇଁ ଆମକୁ ପ୍ରତି ଦଳ ବିପକ୍ଷରେ ସ୍ୱତନ୍ତ୍ର ରଣନୀତି ଆପଣେଇବାକୁ ପଡିବ। ସେଥିପାଇଁ ଦଳର ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡା।”

ସେ ଆହୁରି ମଧ୍ୟ କହିଛନ୍ତି,“ପୂର୍ବ ଅଲିମ୍ପିକ୍‌ ପରି ଏଥର ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏଥର ୧୨ଟି ଦଳ ୨ଟି ଲେଖାଏଁ ପୁଲରେ ରହିବେ ଓ ପ୍ରତିଟି ପୁଲରେ ରହିବେ ୬ଟି ଲେଖାଏଁ ଦଳ।ପ୍ରତ୍ୟେକ ପୁଲରେ ରାଉଣ୍ଡ-ରବୀନ ଗେମ୍ସ ପରି ମ୍ୟାଚ୍‌ ଅନୁଷ୍ଠିତ ହେବ। ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲକୁ ଯିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story