ଅଲ୍‌ ଇଣ୍ଡିଆ ବ୍ୟାଡମିଣ୍ଟନ୍: ଋତୁପର୍ଣ୍ଣା ଚାମ୍ପିଅନ୍‌

ଭୁବନେଶ୍ୱର: କେରଳର ଥିରୁଅନନ୍ତପୁରମ୍‌ ଠାରେ ଅନୁଷ୍ଠିତ ହୋଇଥିବା ଅଲ୍‌ ଇଣ୍ଡିଆ ଜୁନିୟର୍‌ ରାକିଙ୍ଗ୍‌ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ରେ ୧୯ ବର୍ଷରୁ କମ୍ ବାଳିକା ଡବଲ୍ସରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ଓ ତାଙ୍କ ସାଥୀ ୟୁକେ ମୁଥୁଲା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏହି ଯୋଡ଼ି ଫାଇନାଲ୍‌ରେ  ଚମତ୍କାର ପ୍ରଦର୍ଶନ କରି ସିଧାସଳଖ ୨୧-୧୪,୨୧-୧୮ କେ .ଅଶ୍ୱିନ୍ ଭଟ୍ଟ ଓ ଅପେକ୍ଷା ନାୟକ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ଅପରପକ୍ଷରେ ମିକ୍ସଡ ଡବଲ୍ସରେ ଋତୁପର୍ଣ୍ଣା ଓ ତାଙ୍କ ସାଥୀ ସାଇ କୁମାର […]

rutupana

rutupana

Rakesh Mallick
  • Published: Monday, 19 June 2017
  • Updated: 19 June 2017, 09:19 AM IST

Sports

Latest News

ଭୁବନେଶ୍ୱର: କେରଳର ଥିରୁଅନନ୍ତପୁରମ୍‌ ଠାରେ ଅନୁଷ୍ଠିତ ହୋଇଥିବା ଅଲ୍‌ ଇଣ୍ଡିଆ ଜୁନିୟର୍‌ ରାକିଙ୍ଗ୍‌ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ରେ ୧୯ ବର୍ଷରୁ କମ୍ ବାଳିକା ଡବଲ୍ସରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ଓ ତାଙ୍କ ସାଥୀ ୟୁକେ ମୁଥୁଲା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏହି ଯୋଡ଼ି ଫାଇନାଲ୍‌ରେ  ଚମତ୍କାର ପ୍ରଦର୍ଶନ କରି ସିଧାସଳଖ ୨୧-୧୪,୨୧-୧୮ କେ .ଅଶ୍ୱିନ୍ ଭଟ୍ଟ ଓ ଅପେକ୍ଷା ନାୟକ ଯୋଡ଼ିଙ୍କୁ ପରାସ୍ତ କରିଥିଲେ।

ଅପରପକ୍ଷରେ ମିକ୍ସଡ ଡବଲ୍ସରେ ଋତୁପର୍ଣ୍ଣା ଓ ତାଙ୍କ ସାଥୀ ସାଇ କୁମାର ପୋଡ଼ିଲେ ରନସ୍‌ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ଏହି ଯୋଡ଼ି ଫାଇନାଲରେ କେ ଅଶ୍ୱିନ ଭଟ୍ଟ ଓ ସାଇ ପ୍ରଥୀକ ଯୋଡ଼ିଙ୍କ ଠାରୁ ୨୧-୧୦, ୧୯-୨୧, ୧୪-୨୧ ପରାଜିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos