ଯଶସ୍ୱୀ ଦେଲେ ଭାରତକୁ ୟୁଥ ଦିନିକିଆ ସିରିଜ

ନୂଆଦିଲ୍ଲୀ: ଯୁବ ତାରକା ଯଶସ୍ୱୀ ଜୈସୱାଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତର ଅଣ୍ଡର -୧୯ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୟୁଥ ଦିନିକିଆ ଟ୍ରଫି ହାସଲ କରିଛି। ଜୈସୱାଲ ଶନିବାର ୧୮ ବର୍ଷ ପାଦ ଥାପିଛନ୍ତି। ଏଥିସହ ସେ ଅଣ୍ଡର-୧୯ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଜୈସୱାଲ ଏହି ମ୍ୟାଚ୍‌ରେ ୪ଟି ୱିକେଟ ନେବା ସହ ଅପରାଜିତ ୮୯ ରନ କରିଛନ୍ତି। ଜୈସଲୱାଲ ୪ଟି ୱିକେଟ ନେବାରୁ ଘରୋଇ ଦକ୍ଷିଣ ଆଫ୍ରିକା ୨୯.୫ ଓଭରରେ ମାତ୍ର […]

vb

vb

Hemant Lenka
  • Published: Saturday, 28 December 2019
  • Updated: 28 December 2019, 09:14 PM IST

Sports

Latest News

ନୂଆଦିଲ୍ଲୀ: ଯୁବ ତାରକା ଯଶସ୍ୱୀ ଜୈସୱାଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତର ଅଣ୍ଡର -୧୯ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୟୁଥ ଦିନିକିଆ ଟ୍ରଫି ହାସଲ କରିଛି। ଜୈସୱାଲ ଶନିବାର ୧୮ ବର୍ଷ ପାଦ ଥାପିଛନ୍ତି। ଏଥିସହ ସେ ଅଣ୍ଡର-୧୯ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ଜୈସୱାଲ ଏହି ମ୍ୟାଚ୍‌ରେ ୪ଟି ୱିକେଟ ନେବା ସହ ଅପରାଜିତ ୮୯ ରନ କରିଛନ୍ତି। ଜୈସଲୱାଲ ୪ଟି ୱିକେଟ ନେବାରୁ ଘରୋଇ ଦକ୍ଷିଣ ଆଫ୍ରିକା ୨୯.୫ ଓଭରରେ ମାତ୍ର ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା। ଜୈସୱାଲଙ୍କ ବ୍ୟତୀତ ଆକାଶ ସିଂହ, ଏଭି ଅଖନୋଲେକର ଓ ରବି ବିଷ୍ଣୋଇ ୨ଟି ଲେଖାଏ ୱିକେଟ ନେଇଛନ୍ତି।

ଭାରତ ୧୨୦ ରନର ଟାର୍ଗେଟକୁ ମାତ୍ର ୨ଟି ୱିକେଟ ହରାଇ ହାସଲ କରି ନେଇଥିଲା। ଜୈସୱାଲ ୫୬ ବଲରେ ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ଅପରାଜିତ ୮୯ ରନ କରିଛନ୍ତି। ତାଙ୍କ ସହ ଧ୍ରୁବ ଜୁରେଲ ୨୬ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ।

ଏହାପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଦିନିକିଆକୁ ୯ ୱିକେଟରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story