ସମସ୍ତ ଟିଭି ଚ୍ୟାନେଲ୍ ମାଲିକଙ୍କ ହୋସ୍‌ ଉଡ଼ିଗଲାଣି: ତଳକୁ ଖସିଯିବ ଟିଆର୍‌ପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଇଛି। କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଆଇପିଏଲର ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ୫୧ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୬୦ଟି ମ୍ୟାଚ୍‌ ଖେଳାଯିବ। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମେ ମାସ ୨୭ ତାରଖି ପର୍ଯ୍ୟନ୍ତ ଚାଲିବ। ଆଇପିଏଲ […]

screen_tastic

screen_tastic

Rakesh Mallick
  • Published: Monday, 09 April 2018
  • Updated: 09 April 2018, 01:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଇଛି। କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଆଇପିଏଲର ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ୫୧ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୬୦ଟି ମ୍ୟାଚ୍‌ ଖେଳାଯିବ। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମେ ମାସ ୨୭ ତାରଖି ପର୍ଯ୍ୟନ୍ତ ଚାଲିବ।

ଆଇପିଏଲ ମ୍ୟାଚକୁ କେବଳ ଷ୍ଟାଡ଼ିୟମରେ ନୁହେଁ ଟିଭି ମାଧ୍ୟମରେ ମଧ୍ୟ କୋଟି କୋଟି ଦର୍ଶକ ଦେଖୁଛନ୍ତି। ରିପୋର୍ଟ ଅନୁସାରେ ଆଇପିଏଲର ପ୍ରଥମ ସଂସ୍କରଣରେ ମାତ୍ର ୧୦ କୋଟି ଲୋକ ଏହି ପ୍ରତିଯୋଗିତାକୁ ଟିଭିରେ ଦେଖିଥିବା ବେଳେ ୨୦୧୭ର ୧୦ମ ସଂସ୍କରଣକୁ ବିଶ୍ୱର ୧୨୫ କୋଟି ଲୋକେ ଦେଖିଛନ୍ତି। ଫଳରେ ଆଇପିଏଲର ୧୧ତମ ସଂସ୍କରଣରେ ଆହୁରି ଅଧିକ ଲୋକେ ମ୍ୟାଚ୍‌ ଦେଖିବେ। ଏକ ନିର୍ଦ୍ଧିଷ୍ଟ ଚ୍ୟାନେଲ୍‌ ଦ୍ୱାରା ମ୍ୟାଚ୍‌ର ମଜା ନେବେ କୋଟି କୋଟି ଲୋକ।

ଯଦି ଏଭଳି ହୁଏ ତେବେ ଅନ୍ୟ ଟିଭି ଚ୍ୟାନେଲ୍‌ଗୁଡ଼ିକ ଏଥିପାଇଁ କ୍ଷତି ସହିବେ। ଟିଭି ଚ୍ୟାନେଲ ଗୁଡ଼ିକର ଟିଆର୍‌ପି ମାତ୍ରାଧିକ ତଳକୁ ଖସିଆସିବ। କାରଣ ଭାରତରେ ଯେତିକି ଲୋକେ ସନ୍ଧ୍ୟା ସମୟରେ ଟିଭି ଦେଖନ୍ତି ଏଥିରୁ ଅଧିକାଂଶ ଲୋକ ଏହି ସମୟରେ ଏବେ ଆଇପିଏଲ ଦେଖିବାକୁ ପସନ୍ଦ କରିବେ। ଅଧିକରୁ ଅଧିକ ଲୋକେ ଆଇପିଏଲ ମ୍ୟାଚ୍‌କୁ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ରେ ଦେଖୁଥିବାରୁ ଅନ୍ୟ ଟିଭି ଚ୍ୟାନେଲରର ଦର୍ଶକ ସଂଖ୍ୟା  କମିଯାଇଥାଏ।

କେବଳ ଟିଭି ଚ୍ୟାନେଲ୍‌ ନୁହେଁ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ୱେବ୍‌ ମିଡ଼ିଆ ପର୍ଯ୍ୟନ୍ତ ଲୋକଙ୍କ ନଜରରୁ ପାଖାପାଖି ୨ମାସ ପର୍ଯ୍ୟନ୍ତ ସବୁକିଛି ଦୂରେଇ ଯିବ।ସୋସିଆଲ୍‌ ମିଡ଼ିଆରେ ଜଡିତ ଥିବା ବ୍ୟକ୍ତି ଏହି ସମୟରେ ଟିଭିରେ ମ୍ୟାଚ୍‌ ଦେଖିବାକୁ ପସନ୍ଦ କରିବେ। ଆଇପିଏଲ ମ୍ୟାଚ୍‌ ପାଇଁ  ପ୍ରସାରାଣ ଅଧିକାର ଏଥର ଷ୍ଟାର୍‌ ସ୍ପୋର୍ଟ୍ସ ପାଖରେ ରହିଛି। ତଣୁ ଏହି ସମୟରେ ଷ୍ଟାର୍‌ ସ୍ପୋର୍ଟ୍ସର ଟିଆର୍‌ପି ଶ୍ରୀର୍ଷରେ ପହଞ୍ଛିଯିବ। ପାଖାପାଖି ୨ ମାସ ଧରି ଆଇପିଏଲ ଯୋଗୁଁ ଟିଭି ଚ୍ୟାନେଲ ଗୁଡ଼ିକର ଟିଆର୍‌ପି ଅନେକ ମାତ୍ରାରେ ହ୍ରାସ ପାଇବାକୁ ଆଶଙ୍କା କରି ବିଭିନ୍ନ ସଂସ୍ଥାର ମାଲିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story