ବିପର୍ଯ୍ୟୟ: ପ୍ରଥମ ମ୍ୟାଚରୁ ବିଦାହେଲେ ଅମଲରାଜ-ମଧୁରିକା ଯୋଡ଼ି

କଟକ(ଓଡ଼ିଶା ରିପୋର୍ଟର): ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ର ମିଶ୍ରିତ ଯୁଗଳ ପ୍ରି-କ୍ୱାର୍ଟରରେ ୬ ଜଣ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ଜି.ସାଥିଆନ୍‌-ଅର୍ଚ୍ଚନା କାମଥ, ହରମୀତ ଦେଶାଇ-ଅହିକା ମୁଖାର୍ଜୀ, ରୋନିତ ଭଞ୍ଜ-ପ୍ରାପ୍ତି ସେନ୍‌, ସୁଧା˚ଶୁ ଗ୍ରୋଭର-ଦିବ୍ୟା ଦେଶପାଣ୍ତେ, ମାନବ ଠାକ୍କର-ସୁତୀର୍ଥା ମୁଖାର୍ଜୀ, ଶରତ କମଲ-ଅକୁଳ ଶ୍ରୀଜା କ୍ୱାର୍ଟର ଫାଇନାଲ୍‌ ପାଇଁ ଲଢ଼େଇ କରିବେ। ତେବେ ଆଣ୍ଟୋନୀ ଅମଲରାଜ ଓ ମଧୁରିକା ପାଟକରଙ୍କ ଯୋଡି ଦ୍ୱିତୀୟ ରାଉଣ୍ତରୁ ପରାସ୍ତ ହୋଇଛନ୍ତି। ଏହି ଯୋଡ଼ି ପ୍ରଥମ ରାଉଣ୍ତରୁ ବାଇ […]

er

er

Hemant Lenka
  • Published: Saturday, 20 July 2019
  • Updated: 20 July 2019, 10:05 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ର ମିଶ୍ରିତ ଯୁଗଳ ପ୍ରି-କ୍ୱାର୍ଟରରେ ୬ ଜଣ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ଜି.ସାଥିଆନ୍‌-ଅର୍ଚ୍ଚନା କାମଥ, ହରମୀତ ଦେଶାଇ-ଅହିକା ମୁଖାର୍ଜୀ, ରୋନିତ ଭଞ୍ଜ-ପ୍ରାପ୍ତି ସେନ୍‌, ସୁଧା˚ଶୁ ଗ୍ରୋଭର-ଦିବ୍ୟା ଦେଶପାଣ୍ତେ, ମାନବ ଠାକ୍କର-ସୁତୀର୍ଥା ମୁଖାର୍ଜୀ, ଶରତ କମଲ-ଅକୁଳ ଶ୍ରୀଜା କ୍ୱାର୍ଟର ଫାଇନାଲ୍‌ ପାଇଁ ଲଢ଼େଇ କରିବେ।
ତେବେ ଆଣ୍ଟୋନୀ ଅମଲରାଜ ଓ ମଧୁରିକା ପାଟକରଙ୍କ ଯୋଡି ଦ୍ୱିତୀୟ ରାଉଣ୍ତରୁ ପରାସ୍ତ ହୋଇଛନ୍ତି। ଏହି ଯୋଡ଼ି ପ୍ରଥମ ରାଉଣ୍ତରୁ ବାଇ ପାଇଥିଲେ ବି ଦ୍ୱିତୀୟ ରାଉଣ୍ତରେ ସିଙ୍ଗାପୁରର କେଓନ ପାଙ୍ଗ ଓ ରୁଇ ଜୁଆନ୍‌ ଗୋଇଙ୍କ ଯୋଡ଼ିଠୁ ୩-୦ରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story