ୱେଷ୍ଟଇଣ୍ଡିଜର ରେକର୍ଡ ରନ୍ ଚେଜ୍

ଡବଲିନ୍: ସୁନୀଲ ଅମ୍ବ୍ରିସଙ୍କ ପ୍ରଥମ ଶତକୀୟ ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ତ୍ରିରାଷ୍ଟ୍ରୀୟ ସିରିଜରେ ରେକର୍ଡ ଲକ୍ଷ୍ୟର ପିଛା କରି ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଆଲର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୭ ରନ୍ କରିଥିଲା। ଟିମ୍ ପକ୍ଷରୁ ଆଣ୍ଡି ବାଲବିର୍ନି ସର୍ବାଧିକ ୧୩୫ (୧୨୪ ବଲ୍, ୧୧ ଚୌକା, ୪ ଛକା) ରନ୍ କରିଥିବା ବେଳେ ପଲ୍ ଷ୍ଟର୍ଲିଙ୍ଗ୍ ୭୭, କେଭିନ୍ ଓ’ ବ୍ରାଏନ୍ […]

windies

windies

Hemant Lenka
  • Published: Sunday, 12 May 2019
  • Updated: 12 May 2019, 07:31 PM IST

Sports

Latest News

ଡବଲିନ୍: ସୁନୀଲ ଅମ୍ବ୍ରିସଙ୍କ ପ୍ରଥମ ଶତକୀୟ ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ତ୍ରିରାଷ୍ଟ୍ରୀୟ ସିରିଜରେ ରେକର୍ଡ ଲକ୍ଷ୍ୟର ପିଛା କରି ଆୟର୍ଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଆଲର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୭ ରନ୍ କରିଥିଲା।

ଟିମ୍ ପକ୍ଷରୁ ଆଣ୍ଡି ବାଲବିର୍ନି ସର୍ବାଧିକ ୧୩୫ (୧୨୪ ବଲ୍, ୧୧ ଚୌକା, ୪ ଛକା) ରନ୍ କରିଥିବା ବେଳେ ପଲ୍ ଷ୍ଟର୍ଲିଙ୍ଗ୍ ୭୭, କେଭିନ୍ ଓ' ବ୍ରାଏନ୍ ୬୩ (୪୦ ବଲ୍, ୩ ଚୌକା, ୩ ଛକା) ଓ ମାର୍କ ଆଡେର୍ ଅପରାଜିତ ୨୫ ରନ୍ କରିଥିଲେ। ୱିଣ୍ଡିଜ୍ ପକ୍ଷରୁ ଶ୍ୟାନନ୍ ଗାବ୍ରିଏଲ୍ ୨ଟି ୱିକେଟ୍ ନେଇଥିଲେ।

ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ୪୭.୫ ଓଭରରେ ୫ ୱିକେଟ୍ ହରାଇ ୩୩୧ ରନ୍ କରି ବିଜୟୀ ହୋଇଥିଲା। ଦିନିକିଆ କ୍ରିକେଟରେ ରନ୍ ପିଛା କରିବାରେ ୱିଣ୍ଡିଜର ଏହା ସର୍ବବୃହତ ବିଜୟ। ଦଳ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅମ୍ବ୍ରିସ ୧୨୬ ବଲରେ ସର୍ବାଧିକ ୧୪୮ (୧୯ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାଇ ହୋପ୍ ୩୦, ଡାରେନ୍ ବ୍ରାଭୋ ୧୭, ରୋଷ୍ଟନ୍ ଚେଜ୍ ୪୬, ଅଧିନାୟକ ଜେସନ୍ ହୋଲ୍ଡର୍ ୩୬ (୨୪ ବଲ୍) ଓ ଜୋନାଥନ୍ କାର୍ଟର୍ ଅପରାଜିତ ୪୩ (୨୭ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story