ନିଜ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ଜିତିଲେ ଏହି ମହିଳା ଆଥଲେଟ

ଦୋହା: ଆମେରିକା ତଥା ବିଶ୍ୱର ଖ୍ୟାତନାମା ଧାବିକା ଦାଲିଲାହ ମହମ୍ମଦ ପୁଣିଥରେ ବିଶ୍ୱ ରେକର୍ଡ କରିଛନ୍ତି। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ନିଜେ ସୃଷ୍ଟି କରିଥିବା ବିଶ୍ୱ ରେକର୍ଡଙ୍କୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୋହାଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ର ମହିଳା ୪୦୦ ମିଟର ହର୍ଡଲ୍ସରେ ମହମ୍ମଦ ଭାଗ ନେଇଥିଲେ। ସେ ମାତ୍ର ୫୨.୧୬ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ନୂଆ ରେଡର୍କ ସୃଷ୍ଟି କରିଛନ୍ତି। ଏଥିସହ ସେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। […]

x

x

Hemant Lenka
  • Published: Saturday, 05 October 2019
  • Updated: 05 October 2019, 05:00 PM IST

Sports

Latest News

ଦୋହା: ଆମେରିକା ତଥା ବିଶ୍ୱର ଖ୍ୟାତନାମା ଧାବିକା ଦାଲିଲାହ ମହମ୍ମଦ ପୁଣିଥରେ ବିଶ୍ୱ ରେକର୍ଡ କରିଛନ୍ତି। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ନିଜେ ସୃଷ୍ଟି କରିଥିବା ବିଶ୍ୱ ରେକର୍ଡଙ୍କୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଦୋହାଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ର ମହିଳା ୪୦୦ ମିଟର ହର୍ଡଲ୍ସରେ ମହମ୍ମଦ ଭାଗ ନେଇଥିଲେ। ସେ ମାତ୍ର ୫୨.୧୬ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ନୂଆ ରେଡର୍କ ସୃଷ୍ଟି କରିଛନ୍ତି। ଏଥିସହ ସେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୨୦୧୬ ଅଲିମ୍ପିକ ବିଜେତା ମହମ୍ମଦ ତାଙ୍କ ପୂର୍ବ ବିଶ୍ୱ ରେକର୍ଡ ସମୟର ୦.୪ ସେକେଣ୍ଡ ପୂର୍ବରୁ ଏଥର ୪୦୦ ମିଟର ହର୍ଡଲ୍ସ ଅତିକ୍ରମ କରିଛନ୍ତି। ଜୁଲାଇ ମାସରେ ସେ ଦୀର୍ଘ ୧୬ ବର୍ଷ ତଳେ ସୃଷ୍ଟି ହୋଇଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲେ। ଆମେରିକା ଚାମ୍ପିୟନଶିପ୍‌ର ୪୦୦ ମିଟର ହର୍ଡଲ୍ସ ରେସ୍‌ରେ ଭାଗ ନେଇଥିବା ମହମ୍ମଦ ମାତ୍ର ୫୨.୨୦ ସେକେଣ୍ଡରେ ଶେଷ କରି ବିଶ୍ୱ ରେକର୍ଡ କରିଥିଲେ।

ପୂର୍ବରୁ ମହିଳା ୪୦୦ ମିଟର ହର୍ଡଲ୍ସ ରେସ୍‌କୁ ରୁଷର ୟୁଲିୟା ପେଚହୋନକିନା ୫୨.୩୪ ସେକେଣ୍ଡରେ ଅତିକ୍ରମ କରି ବିଶ୍ୱ ରେକର୍ଡ କରିଥିଲେ। ୟୁଲିୟା ୨୦୦୩ ମସିହା ଅଗଷ୍ଟ ୮ରେ ଏଭଳି ରେକର୍ଡ କରିଥିଲେ। ଏବେ ୨୦୨୦ ଟୋକିଓ ଅଲିମ୍ପିକରେ ମହମ୍ମଦ ନିଜର ଯାଦୁ ଦେଖାବକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story