ନିଆରା ଢଙ୍ଗରେ ମାହିଙ୍କୁ ଅମୂଲର ବିଦାୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଘୋଷଣା ତାଙ୍କ ଫ୍ୟାନ୍ ମାନଙ୍କୁ ଗଭୀର ମର୍ମାହତ କରିଛି। ଏହି ଖବର ଆସିବା ପରେ ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।  ଧୋନିଙ୍କ ପାଇଁ ତାଙ୍କ ଫ୍ୟାନମାନେ ପୁରୁଣା ସ୍ମୃତିକୁ ଶେୟାର କରିବାରେ ଲାଗିଛନ୍ତି। ଏହି କ୍ରମରେ ଦେଶର ଅଗ୍ରଣୀ ଗୁଣ୍ଡ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲ ମଧ୍ୟ ଏମଏସ ଧୋନିଙ୍କୁ ବିଦାୟ ଜଣାଇବାକୁ ଯାଇ ଏକ […]

fd

fd

Hemant Lenka
  • Published: Monday, 17 August 2020
  • Updated: 17 August 2020, 06:13 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଘୋଷଣା ତାଙ୍କ ଫ୍ୟାନ୍ ମାନଙ୍କୁ ଗଭୀର ମର୍ମାହତ କରିଛି। ଏହି ଖବର ଆସିବା ପରେ ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।  ଧୋନିଙ୍କ ପାଇଁ ତାଙ୍କ ଫ୍ୟାନମାନେ ପୁରୁଣା ସ୍ମୃତିକୁ ଶେୟାର କରିବାରେ ଲାଗିଛନ୍ତି।

ଏହି କ୍ରମରେ ଦେଶର ଅଗ୍ରଣୀ ଗୁଣ୍ଡ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲ ମଧ୍ୟ ଏମଏସ ଧୋନିଙ୍କୁ ବିଦାୟ ଜଣାଇବାକୁ ଯାଇ ଏକ ଡୁଡୁଲର ଭିଡିଓ ସେୟାର କରିଛି। ଯାହାକି ଏବେ ଶୋସାଲ ମିଡିଆରେ ବେଶ ଆଦୃତ ହୋଇଛି।
https://twitter.com/i/status/1294680399621185537
ଅମୂଲ କମ୍ପାନୀ ଏହି ଭିଡିଓଟି ଶୋସାଲ ମିଡିଆରେ ଛାଡ଼ି ଟ୍ୟାଗ୍ ଲାଇନରେ ଲେଖିଛି ଯେ ଅନ୍ତର୍ଜାତୀୟ କ୍ରିକେଟରୁ ଏମଏସ ଧୋନିଙ୍କ ଅବସର। ଏହା ଛଡ଼ା କ୍ୟାପସନରେ ଓଃ ମାହି, ଓଃ ରାହି ତୁ କହିଁ ନା ରୁକା ହାର କେ ଓ କ୍ୟାପଟେନ ଅଫ ବଟର ବୋଲି କମ୍ପାନୀ ଉଲ୍ଲେଖ କରିଛି।

ଟ୍ୱିଟରେ ଏହି ଭିଡିଓଟି ଶୋୟାର ହେବାପରେ ଏହା ଭାଇରାଲ ହୋଇଛି । ଏହାକୁ ୬ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ତେବେ ଏହି ଭିଡିଓଟି ଶେୟାର ହେବା ପୂର୍ବରୁ ଅମୂଲ କିଛି ଇମୋସନାଲ ଡୁଡୁଲ ମଧ୍ୟ ଶେୟାର କରିଥଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story