୨୦୧୭ ପରେ ପ୍ରଥମଥର ସେମିକୁ ଗଲେ ମୁରେ

ପ୍ୟାରିସ୍‌: ପୂର୍ବତନ ବିଶ୍ୱର ନଂ୧ ଟେନିସ୍‌ ଖେଳାଳି ଆଣ୍ଡି ମୁରେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି। ୨୦୧୭ରୁ ସେ ଏକାଧିକ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ଆଜି ଯାଏ ସେମି ଫାଇନାଲକୁ ଯାଇ ପାରି ନଥିଲେ। ହେଲେ ଏବେ ମୁରେ ୟୁରୋପିଆନ୍‌ ଓପନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଶେଷଥର ପାଇଁ ଫ୍ରେଞ୍ଚ ଓପନରେ ମୁରେଙ୍କୁ ସେମି ଫାଇନାଲ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ କ୍ୱାର୍ଟର ଫାଇନାଲରେ ରୋମାନିଆର ମାରିଉସ୍‌ କୋପିଲଙ୍କୁ ସିଧାସଳଖ ୩-୦ ସେଟ୍‌ରେ ପରାସ୍ତ କରି ସେମି […]

cvv

cvv

Hemant Lenka
  • Published: Saturday, 19 October 2019
  • Updated: 19 October 2019, 06:38 PM IST

Sports

Latest News

ପ୍ୟାରିସ୍‌: ପୂର୍ବତନ ବିଶ୍ୱର ନଂ୧ ଟେନିସ୍‌ ଖେଳାଳି ଆଣ୍ଡି ମୁରେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି। ୨୦୧୭ରୁ ସେ ଏକାଧିକ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ଆଜି ଯାଏ ସେମି ଫାଇନାଲକୁ ଯାଇ ପାରି ନଥିଲେ। ହେଲେ ଏବେ ମୁରେ ୟୁରୋପିଆନ୍‌ ଓପନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଶେଷଥର ପାଇଁ ଫ୍ରେଞ୍ଚ ଓପନରେ ମୁରେଙ୍କୁ ସେମି ଫାଇନାଲ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ କ୍ୱାର୍ଟର ଫାଇନାଲରେ ରୋମାନିଆର ମାରିଉସ୍‌ କୋପିଲଙ୍କୁ ସିଧାସଳଖ ୩-୦ ସେଟ୍‌ରେ ପରାସ୍ତ କରି ସେମି ଟିକେଟ୍‌ ହାସଲ କରିଛନ୍ତି।

ମୁରେ ଶେଷ ଥର ପାଇଁ ୨୦୧୭ ଦୁବାଇ ଓପନର ଟାଇଟଲ ଜିତିଥିଲେ। ଏବେ ସେ ଆଉ ଏକ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବାକୁ ଦୁଇ ପାଦ ପଛରେ ରହିଛନ୍ତି। ଆଜିର ମୁକାବିଲାରେ ସେ କୋପିଲଙ୍କୁ ୬-୩, ୬-୭(୭/୯) ଓ ୬-୪ ସେଟ୍‌ରେ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story