ଚାମ୍ପିୟନ୍ସ ଟ୍ରଫି ହାରିବା ପରେ କୁମ୍ବଲେ ଛାଡିଲେ କୋଚ୍‌ ପଦ

ମୁମ୍ବାଇ: ଟିମ ଇଣ୍ଡିଆର କୋଚ ପଦ ଛାଡିଲେ ଅନିଲ କୁମ୍ବଲେ। BCCIର CEOଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ଆଇସିସି ବୈଠକରେ ଯୋଗ ଦେବା କାରଣ ଦର୍ଶାଇ ସେ କୋଚ ପଦରୁ ଓହରି ଥିବା କୁହାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ କୁମ୍ବେଲଙ୍କ କାର୍ଯ୍ୟକାଳ ଥିଲା। ଏହାପରେ ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା। କୁମ୍ବଲେ ଯଦି ଚାହିଁବେ ଆଗାମୀ ୱେଷ୍ଟ୍ଇଣ୍ଡିଜ ଗସ୍ତ ପର୍ଯ୍ୟନ୍ତ କୋଚ୍ ପଦରେ ରହିପାରିବେ ବୋଲି କମିଟି […]

kumble1

kumble1

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 09:27 PM IST

Sports

Latest News

ମୁମ୍ବାଇ: ଟିମ ଇଣ୍ଡିଆର କୋଚ ପଦ ଛାଡିଲେ ଅନିଲ କୁମ୍ବଲେ। BCCIର CEOଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ଆଇସିସି ବୈଠକରେ ଯୋଗ ଦେବା କାରଣ ଦର୍ଶାଇ ସେ କୋଚ ପଦରୁ ଓହରି ଥିବା କୁହାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ କୁମ୍ବେଲଙ୍କ କାର୍ଯ୍ୟକାଳ ଥିଲା। ଏହାପରେ ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା। କୁମ୍ବଲେ ଯଦି ଚାହିଁବେ ଆଗାମୀ ୱେଷ୍ଟ୍ଇଣ୍ଡିଜ ଗସ୍ତ ପର୍ଯ୍ୟନ୍ତ କୋଚ୍ ପଦରେ ରହିପାରିବେ ବୋଲି କମିଟି ଅଫ ଆଡମିନିଷ୍ଟ୍ରେଟର ବା COA କହିଥିଲେ। ତେବେ ନିଜ ଚୁକ୍ତି ଅବଧିକୁ ଆଉ ବୃଦ୍ଧି କରିବାକୁ ଚାହିଁଲେନି କୁମ୍ବଲେ। ସେପଟେ ଆଜି ବିନା କୋଚରେ ୱେଷ୍ଟ୍ଇଣ୍ଡିଜ ଗସ୍ତରେ ଯାଇଛି ଟିମ ଇଣ୍ଡିଆ। ପୂର୍ବରୁ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ତାଙ୍କ ସମୀକରଣ ଠିକ୍ ନଥିବା ଚର୍ଚ୍ଚା ହେଉଥିଲା। ଚାମ୍ପିୟାନ୍ସ ଟ୍ରଫିରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story