ବିରାଟଙ୍କ ଆଉ ଏକ ରେକର୍ଡ; ଦ୍ରାବିଡ଼ଙ୍କୁ ଟପିଲେ

ନୂଆଦିଲ୍ଲୀ: ଗତକାଲି ଜୋହାନସବର୍ଗରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଛି। ଏହି ମ୍ୟାଚ୍‌ରେ ଶିଖର ଧାୱନ ଶତକ ମାରିଥିବା ବେଳେ ବିରାଟ କୋହଲି ୭୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶତକ କରିପାରି ନଥିଲେ ବି ଏହି ମ୍ୟାଚ୍‌ରେ ଆଉ ଏକ ରେକର୍ଡ କରିଛନ୍ତି ବିରାଟ। ସେ କ୍ୟାପ୍‌ଟେନ୍ ଭାବେ ଏହି ରେକର୍ଡ କରିଛନ୍ତି। କୌଣସି ଏକ ବିଦେଶ ଗସ୍ତରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାରେ ସେ ଶୀର୍ଷରେ ପହଞ୍ଚି […]

virat

virat

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 03:01 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଜୋହାନସବର୍ଗରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଛି। ଏହି ମ୍ୟାଚ୍‌ରେ ଶିଖର ଧାୱନ ଶତକ ମାରିଥିବା ବେଳେ ବିରାଟ କୋହଲି ୭୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶତକ କରିପାରି ନଥିଲେ ବି ଏହି ମ୍ୟାଚ୍‌ରେ ଆଉ ଏକ ରେକର୍ଡ କରିଛନ୍ତି ବିରାଟ। ସେ କ୍ୟାପ୍‌ଟେନ୍ ଭାବେ ଏହି ରେକର୍ଡ କରିଛନ୍ତି। କୌଣସି ଏକ ବିଦେଶ ଗସ୍ତରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାରେ ସେ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଦକ୍ଷିଣ ଆଫ୍ରିକାରେ ତାଙ୍କ ବ୍ୟାଟ୍‌ରୁ ବର୍ତ୍ତମାନ ସୁଦ୍ଧା ୬୭୯ ରନ୍ ବାହାରି ସାରିଲାଣି। ପୂର୍ବରୁ ଏହି ରେକର୍ଡ ରାହୁଲ ଦ୍ରାବିଡ଼ଙ୍କ ନାଁରେ ଥିଲା। ସେ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ୬୪୫ ରନ୍ କରିଥିଲେ। ୧୯୯୦ରେ ଇଂଲଣ୍ଡ ଗସ୍ତ ବେଳେ ମହମ୍ମଦ ଆଝାରୁଦ୍ଦିନ ୫୪୪ ରନ୍ ସଂଗ୍ରହ କରିଥିଲେ। ୨୦୧୭ରେ ଶ୍ରୀଲଙ୍କା ଗସ୍ତ ବେଳେ ବିରାଟ ୫୭୩ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story