ବାପା-ମା’ ହେଲେ ବିରାଟ ଓ ଅନୁଷ୍କା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ରୋମାଞ୍ଚକ ଢଙ୍ଗରେ ସିଡ୍‌ନୀ ଟେଷ୍ଟକୁ ଡ୍ର କରିବା ପରେ ପୂରା କ୍ରିକେଟ ପ୍ରେମୀଙ୍କ ପାଖରେ ଆଉ ଗୋଟିଏ ଖୁସି ଖବର ପହଞ୍ଚିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏ ସମ୍ପର୍କରେ ବିରାଟ ଟ୍ୱିଟ କରି ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର […]

viruskha

viruskha

Hemant Lenka
  • Published: Monday, 11 January 2021
  • Updated: 11 January 2021, 04:49 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ରୋମାଞ୍ଚକ ଢଙ୍ଗରେ ସିଡ୍‌ନୀ ଟେଷ୍ଟକୁ ଡ୍ର କରିବା ପରେ ପୂରା କ୍ରିକେଟ ପ୍ରେମୀଙ୍କ ପାଖରେ ଆଉ ଗୋଟିଏ ଖୁସି ଖବର ପହଞ୍ଚିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏ ସମ୍ପର୍କରେ ବିରାଟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ। ଆଜି ୨୦୨୦ ଜାନୁଆରୀ ୧୧ରେ ତାଙ୍କ ଘରକୁ କନ୍ୟା ସନ୍ତାନ ଆସିଛନ୍ତି।

ବିରାଟ କହିଛନ୍ତି, “ଆଜି ମଧ୍ୟାହ୍ନରେ ଆମ ଘରକୁ ନୂଆ ଅତିଥି ଆସିଛନ୍ତି। ସମସ୍ତଙ୍କ ଆର୍ଶୀବାଦରୁ ଆମର କନ୍ୟା ସନ୍ତାନ ହୋଇଛି। ଆପଣମାନଙ୍କ ଭଲ ପାଇବା, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଆମେ ଧନ୍ୟବାଦ ଜଣାଉଛୁ। ଅନୁଷ୍କା ଓ ବେବୀ ଦୁହେଁ ପୂରା ସୁସ୍ଥ ଅଛନ୍ତି। ଆମର ଆଶା ଏହି ସମୟରେ ସମସ୍ତେ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦେବେ।”

୨୦୨୦ ଅଗଷ୍ଟରେ ବିରୁଷ୍କା ବାପାମା’ ହେବାକୁ ଯାଉଥିବା ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ଜାନୁଆରୀରେ ଘରକୁ ନୂଆ ଅତିଥି ଆସିବାକୁ ଥିବାରୁ ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳି ସ୍ୱଦେଶ ଫେରି ଆସିଥିଲେ। ଆଜି ବିରାଟ ଓ ସବୁ କ୍ରିକେଟ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story