‍ତାମିଲନାଡୁରେ ହେବାକୁ ଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମ୍ୟାଚ୍‌ ଘୁଞ୍ଚିଲା

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁର ଡିଣ୍ଡିଗୁଲ ଏନ୍‌ପିଆର କଲେଜ ଗ୍ରାଉଣ୍ଡରେ ହେବାକୁ ଥିବା ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଗ୍ରୁପ୍‌-ବିର ରଣଜୀ ମୁକାବିଲାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ମ୍ୟାଚ୍‌ କେବେ ଓ କେଉଁଠି ହେବ ସେନେଇ ବିସିସିଆଇ ପରେ ଘୋଷଣା କରିବ। ଜୟଲଳିତାଙ୍କ ବିୟୋଗରେ ସମଗ୍ର ତାମିଲନାଡ଼ୁରେ ଶୋକରେ ଛାୟା ଖେଳି ଯାଇଛି। ଏହାକୁ ନଜରରେ ରଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଶେଷ ମ୍ୟାଚ୍‌ରେ ଓଡ଼ିଶା ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରିଥିଲା। […]

ranjitrophy

ranjitrophy

Rakesh Mallick
  • Published: Tuesday, 06 December 2016
  • Updated: 07 December 2016, 07:39 AM IST

Sports

Latest News

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁର ଡିଣ୍ଡିଗୁଲ ଏନ୍‌ପିଆର କଲେଜ ଗ୍ରାଉଣ୍ଡରେ ହେବାକୁ ଥିବା ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଗ୍ରୁପ୍‌-ବିର ରଣଜୀ ମୁକାବିଲାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ମ୍ୟାଚ୍‌ କେବେ ଓ କେଉଁଠି ହେବ ସେନେଇ ବିସିସିଆଇ ପରେ ଘୋଷଣା କରିବ।

ଜୟଲଳିତାଙ୍କ ବିୟୋଗରେ ସମଗ୍ର ତାମିଲନାଡ଼ୁରେ ଶୋକରେ ଛାୟା ଖେଳି ଯାଇଛି। ଏହାକୁ ନଜରରେ ରଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।

ଶେଷ ମ୍ୟାଚ୍‌ରେ ଓଡ଼ିଶା ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରିଥିଲା। ଏହି ବିଜୟରୁ ଦଳ ୭ ପଏଣ୍ଟ ପାଇବାରୁ ଏହାର ମୋଟ ପଏଣ୍ଟ ୨୨ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ଶକ୍ତିଶାଳୀ ମହାରାଷ୍ଟ୍ରର ଦୁଇଟି ଇଂନିସ୍‌ର ସମସ୍ତ ୨୦ଟି ୱିକେଟ୍‌ ନେଇ ଓଡ଼ିଶାର ବୋଲରମାନେ ଇତିହାସ ରଚିଥିଲେ। ଏହି ବିଜୟ ପରେ ଦଳୀୟ ଖେଳାଳିଙ୍କ ମନୋବଳ ଉର୍ଦ୍ଧ୍ୱରେ ରହିଛି।

ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିରେ ଏଯାବତ ଓଡ଼ିଶା ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଗୋଟିଏ ବି ହାରି ନାହିଁ। ଦଳ ଦୁଇଟି ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ୫ଟି ଡ୍ର’ ରହିଛି। ଦଳ ଗ୍ରୁପ୍‌ ବିରେ ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଏଥିସହିତ ଟିମ୍‌ର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ବଳବତ୍ତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story